ଆମ ଜିଲା ଖବର

ମହାପ୍ରଭୁଙ୍କୁ ଦର୍ଶନ କଲେ ଲାବଣ୍ୟା

ପୁରୀ ଅଫିସ, ୪ା୮: ସର୍ବାଭାରତୀୟ ସ୍ତରରେ ଅନୁଷ୍ଠିତ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ମୁକୁଟ ବିଜୟିନୀ ଲାବଣ୍ୟା ଦାସ ଶନିବାର ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ…

7 years ago

ସାକ୍ଷୀଗୋପାଳରେ ୨ଘରୁ ଡକାୟତି: ହାତଗୋଡ ବାନ୍ଧି ଲୁଟିନେଲେ ଟଙ୍କା, ସୁନା

ସାକ୍ଷୀଗୋପାଳ, ୪ା୮(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଦୁଇଟି ପରିବାରରୁ ଲୁଟେରାମାନେ ବିପୁଳ ପରିମାଣର ସମ୍ପତ୍ତି ଲୁଟ୍‌ କରିନେଇଛନ୍ତି। ଲୁଟେରାମାନେ ଯାଦବ ନିବାସରେ…

7 years ago

ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଆବର୍ଜନା ପାହାଡ଼

ପୁରୀ ଅଫିସ, ୪ା୮: ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ସହରର ପାନୀୟଜଳ ସଙ୍କଟ ଦୂର ଲାଗି ସୁଇଟ୍‌ ୱାଟର ଜୋନ (ମଧୁର ଜଳ ସଂରକ୍ଷିତ ଅଞ୍ଚଳ)ର ପରିକଳ୍ପନା…

7 years ago

ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ

ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା (୧୫)ଙ୍କ…

7 years ago

ଢାବା ମାଲିକ ରବୀନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଭଉଣୀଙ୍କୁ ନିର୍ଯାତନା, ପରକୀୟା ପ୍ରୀତି ଯୋଗୁ ହତ୍ୟା

ଯାଜପୁର ଅଫିସ/କୋରେଇ(ନି.ପ୍ର.), ୪ା୮: ଯାଜପୁର ଜିଲା ପାଣିକୋଇଲି ବସଷ୍ଟାଣ୍ଡ ରେଷ୍ଟସେଡ ନିକଟରେ ଥିବା ଢାବା ମାଲିକ ରବୀନ୍ଦ୍ର ସାହୁ (୩୧) ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ ହୋଇଛି।…

7 years ago

ଦୁର୍ଦ୍ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ: ବିକ୍ରି ଅପେକ୍ଷାରେ ନୀଳାଚଳ, ରୋହିତ

ଯାଜପୁର ଅଫିିସ, ୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଷ୍ଟିଲ ହବ୍‌ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ସ୍ବପ୍ନ ଦେଖୁଛନ୍ତି। ଏହାବାଦ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା…

7 years ago

ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ…

7 years ago

ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ ଅର୍ଥନୀତି…

7 years ago

ବିଜ୍ଞାନ ନାଟକ ପ୍ରତିଯୋଗିତା: ‘ସମ୍ଭାବନା’ ଶ୍ରେଷ୍ଠ ବିବେଚିତ

ବଲାଙ୍ଗୀର ଅଫିସ, ୪ା୮-ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲଠାରେ ଜିଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ା ଏହି ନାଟକ ପ୍ରତିଯୋଗିତାରେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ…

7 years ago

ସଙ୍କୁଚିତ ହେଉଛି ତାଳଦଣ୍ଡା କେନାଲ : କମିଲାଣି ଜଳଧାରଣ କ୍ଷମତା

ପାରାଦୀପ,୪ା୮(ସ୍ବ.ପ୍ର.): ପାରାଦୀପର ଜୀବନ ରେଖା ତାଳଦଣ୍ଡା କେନାଲ ଏବେ ସଙ୍କୁଚିତ ହେବା ସହ ପୋତିହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଲାଣି। କଟକରୁ ପାରାଦୀପ…

7 years ago