ଆମ ଜିଲା ଖବର

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି।…

7 years ago

କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ ୩ଜଣ…

7 years ago

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ

ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ ମୃତ୍ୟୁର…

7 years ago

ପୁତ୍ର ସନ୍ତାନ ଜନ୍ମ ଦେଲେ ନାବାଳିକା

ଏରସମା,୨୦ା୬(ସ୍ବ.ପ୍ର.): ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ନାବାଳିକା ଓ ନବଜାତ ଶିଶୁର…

7 years ago

ଭଞ୍ଜନଗର କୋର୍ଟରେ ହାଜର ହେଲେ ସବ୍ୟସାଚ୍ଚୀ

ଭଞ୍ଜନଗର,୨୦।୬(ଡି.ଏନ.ଏ.)- ମାଓବାଦୀ ନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଗୁରୁବାର ପୋଲିସ ବିଭିନ୍ନ ମାମଲାର ବିଚାରଣ ପାଇଁ ଭଞ୍ଜନଗର କୋର୍ଟରେ ହାଜର କରିଥିଲା। ଏଥିସହ ମାଓବାଦୀ ହିଂସା ମାମଲାରେ ଜଡିତ…

7 years ago

ଏଟିଏମ୍‌ରେ ଟଙ୍କା ନାହିଁ, ଗ୍ରାହକ ହନ୍ତସନ୍ତ

ବଇଣ୍ଡା,୨୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ୨ଟି ଏଟିଏମ୍‌ରେ ୩ଦିନ ହେବ ଟଙ୍କା ନାହିଁ। ଫଳରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ଜନଗହଳି ତଥା ବ୍ୟବସାୟୀକ କେନ୍ଦ୍ର…

7 years ago

ଧାମରାରୁ ଧରାହେଲେ ୧୦ ବିରଳ ମାଛ: କିଲୋ ପ୍ରତି ୫ରୁ ୬ ହଜାର ଟଙ୍କା

ଚାନ୍ଦବାଲି, ୨୦।୬ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ମାଛଧରା ବନ୍ଦର ଅଧୀନ ଚନ୍ଦନୀପାଳ ମାଛଧରା କେନ୍ଦ୍ର(ବେସ୍‌)ରେ ଏକପ୍ରକାର ବିରଳ ପ୍ରଜାତିର ୧୦ଟି ମାଛ ଗୁରୁବାର ମଧ୍ୟାହ୍ନରେ…

7 years ago

ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ ଗୁରୁବାର…

7 years ago

ଜଳିଗଲା ତେଲ ବୋଝେଇ ଭ୍ୟାନ

ଆନନ୍ଦପୁର,୨୦। ୬(ସ୍ବ.ପ୍ର.)- ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଓଭରବ୍ରିଜ୍‌ ଠାରେ ଏକ ତେଲ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ହଠାତ୍‌ ଅଗ୍ନିକାଣ୍ଡରେ ଜଳିଯାଇଛି। ଗାଡିର ଚାଳକ ଅଳପକେ ବର୍ତ୍ତିଯାଇଥିବାବେଳେ…

7 years ago

କାଳିମେଘାରୁ ନାଗ ସହ ୧୩ ଛୁଆ ଉଦ୍ଧାର

ତିହିଡ଼ି, ୨୦।୬ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମର ଭାଗବତ ବାରିକଙ୍କ ଘରୁ ଗୁରୁବାର ଗୋଟିଏ ନାଗ ସହ…

7 years ago