ଆମ ଜିଲା ଖବର

ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ବନ୍ୟପ୍ରାଣୀ…

7 years ago

ସ୍ନାନମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ

ବାରିପଦା ଅଫିସ,୧୬ା୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତା୍ର ମଧ୍ୟରୁ ସ୍ନାନ ଯାତ୍ରା ହେଉଛି ସ୍ବତନ୍ତ୍ର। ଜ୍ୟୋଷ୍ଠ ପୂର୍ଣ୍ଣିମା ତିଥିରେ ଏହା ପାରମ୍ପାରିକ ରୀତିରେ ପାଳିତ ହୋଇଥାଏ।…

7 years ago

ମାଓପ୍ରବଣ ଅଞ୍ଚଳରେ ଯୋଗ ଅଭ୍ୟାସ କଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୧୬।୬: ଓଡ଼ିଶାର ମାଲକାନଗିରି ଜିଲାରେ ଥିବା ମାଓପ୍ରବଣ ଅଞ୍ଚଳରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଯବାନମାନେ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖାଯାଇଛି। ଆସନ୍ତ ୨୧ ତାରିଖରେ ଅନ୍ତର୍ଜାତୀୟ…

7 years ago

ବିଏସ୍‌ଏଫ୍‌ ଅପରେଶନ : ଧରାପଡ଼ିଲେ କ୍ୟାଡର ମାଓବାଦୀ

ମାଲକାନଗିରି,୧୬ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ଙ୍କ ଅପରେଶନରେ ଧରାପଡ଼ିଛନ୍ତି କ୍ୟାଡର ମାଓବାଦୀ ଚନ୍ଦ୍ର ସିସା ଓରଫ ଚନ୍ଦନ। ଆନ୍ଧ୍ର-ଓଡ଼ିଶା ଜୋନାଲ ବର୍ଡର କମିଟିର ସେ ସଦସ୍ୟ…

7 years ago

ସାରସ୍ବତ ସମ୍ମାନରେ ସମ୍ମାନିତ ହେଲେ କବି ହୁସେନ୍‌ ରବି ଗାନ୍ଧୀ

ଛତ୍ରପୁର,୧୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସଂସ୍କୃତି ଭବନ ପାଠାଗାରରେ ରବିବାର ଓଡ଼ିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ପକ୍ଷରୁ କବି ଡ. ହୁସନେ୍‌ ରବି…

7 years ago

ତିହିଡ଼ିରେ ବିଜେଡିର ରଜ ଭେଟ: ପରାଜୟର ସମୀକ୍ଷା କଲେ ନେତା

ତିହିଡି,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ତଳି ତିହିଡି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତର ବାସନ୍ତି ପଡିଆରେ ରବିବାର ମଧ୍ୟାହ୍ନରେ ବିଜେଡିର ରଜ ଭେଟି ଅନୁଷ୍ଠିତ ହୋଇଯାଇଛି।…

7 years ago

ହାତୀ ଉପଦ୍ରବ : ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ସଜନାଗଡ଼,୧୬ା୬(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଲାଡିହା ପାଦଦେଶ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ୨୮ଟି ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲ ଶନିବାର…

7 years ago

ଗଛ ଚଢ଼ିବା ସମୟରେ ଗୋଡ଼କୁ ଟାଣି ଧରିଲା ଭାଲୁ

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଜାମଝରୀ ପଞ୍ଚାୟତ କ୍ଷେତାପାଜୁ ଗ୍ରାମ ପାଖ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଫୁଲବାଣୀ…

7 years ago

ଗୁଳିମାଡ଼ରେ ଜଣେ ଗୁରୁତର

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡ଼ି ଜଙ୍ଗଲରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିକାବାଲି ଓ ପରେ…

7 years ago

ନିଆରା ଢଙ୍ଗରେ ପାଳନ କରାଯାଏ ରଜ ଉତ୍ସବ

ଆନନ୍ଦପୁର,୧୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ନରସିଂହପୁର ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଉଛି। ଯାହାକୁ ଢିପାମାଡ଼ ପର୍ବ ବୋଲି କୁହାଯାଇଥାଏ।…

7 years ago