ଆମ ଜିଲା ଖବର

ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଏସ୍‌ପି: ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ

ରାୟଗଡ଼ା ଅଫିସ, ୮।୧୦: ରାୟଗଡ଼ା ଏସ୍‌ପି ଡ. ଶର୍ବଣା ବିବେକ ଏମ୍‌ ସୋମବାର ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଡାକ୍ତର, କମ୍ପାଉଣ୍ଡର,…

7 years ago

ସଫେଇ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବାରିପଦା ଅଫିସ,୮ା୧୦- ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ମଙ୍ଗଳବାର ସକାଳେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

7 years ago

ସାହାରପଡ଼ା ବ୍ଲକରେ ବିଜେଡିର ପଦଯାତ୍ରା

ପାଟଣା,୮ା୧୦( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟ ପଡ଼ିଆରୁ ମଙ୍ଗଳବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବଡ଼ବିଲ ପଡ଼ିଆରେ…

7 years ago

ଶେରଗଡ଼ ଆଖପାଖ ଅଞ୍ଚଳରେ ଓଷାକୋଠି ଆରମ୍ଭ

ଶେରଗଡ଼,୮ା୧୦(ଡି.ଏନ.ଏ.)- ଶେରଗଡ଼ ରମୁଣିସାହି ଓ ହରିଜନସାହିରେ ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି। ଦୁଇ ସାହି ଲୋକେ ନିଜ ସାହିର କୋଠ ଘରେ ଏକତ୍ରିତ ହୋଇ ଓଷାକୋଠି ଚିତ୍ର…

7 years ago

୫୦ ହଜାର ଟଙ୍କାର ଶାଗୁଆନ କାଠ ଜବତ: ୩ ଗିରଫ

ଆନନ୍ଦପୁର,୮।୧୦(ସ୍ବ.ପ୍ର.)- ଆନନ୍ଦପୁର ବନଖଣ୍ଡ ଅଧୀନସ୍ଥ ପୀତାନାଉ ସଂରକ୍ଷିତ ଜଙ୍ଗଲର ବରକନ୍ୟା ଘାଟି ନିକଟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଶାଗୁଆନ…

7 years ago

ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା

ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ…

7 years ago

ବିଦ୍ୟୁତ୍‌ଲତାଙ୍କ ଜୀବନ ନେଲା ବିଦ୍ୟୁତ୍‌, ବଞ୍ଚାଇବାକୁ ଆସି ପ୍ରାଣ ହରାଇଲେ ମମତା

ବାଣପୁର/ବାଲୁଗାଁ,୮ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ଦଶହରା ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ବିଷ୍ଣୁପୁର ପଞ୍ଚାୟତର ତେନ୍ତୁଳିଡିହ ଗ୍ରାମରେ ଶୋକର ଛାୟା…

7 years ago

ବିଜୟା ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ,୮।୧୦: ଶ୍ରୀକ୍ଷେତ୍ରରେ ଚାଲିଛି ଶାରଦୀୟ ପୂଜା। ଉତ୍ସବମୁଖର ସହର। ବିଭିନ୍ନ ଦେବୀ ପୀଠରେ ଚାଲିଛି ଷୋଡ଼ଶ ପୂଜା। ଚଳଚଞ୍ଚଳ ଦେବୀ ପୀଠ। ସକାଳଠାରୁ ଦେବୀ ପୀଠ…

7 years ago

ମନ୍ତ୍ରଧ୍ୱନିରେ କମ୍ପୁଛି କାମାକ୍ଷାନଗର

କାମାକ୍ଷାନଗର, ୮।୧୦(ନି.ପ୍ର.)-ଆଜି ପବିତ୍ର ଦଶହରା। ମନ୍ତ୍ରଧ୍ୱନି, ଚଣ୍ଡୀପାଠ, ହୋମଯଜ୍ଞରେ କମ୍ପୁଛି ପୂଜାମଣ୍ଡପ। ମା’ଙ୍କ ଏହି ଶାରଦୀୟ ମହୋତ୍ସବରେ ନିଜକୁ ସାମିଲ କରିଛି କାମାକ୍ଷାନଗର। ସୋମବାର ମହାନବମୀ ପରେ…

7 years ago

ଶୋଭାବର୍ଦ୍ଧନ କରୁଛି ଗୋଷାଣୀ ଓ ନାଗା

ପୁରୀ ଅଫିସ,୮।୧୦: ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ଚାଲିଛି। ପୁରପଲ୍ଳୀଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ମା’ ଦୁର୍ଗତିନାଶିନୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ପୁରୀରେ…

7 years ago