ଆମ ଜିଲା ଖବର

ପରିଣତ ବୟସରେ ଆବାସ ଯୋଜନାରୁ ବଞ୍ଚିତ କଳାକାର, ଘର ଖଣ୍ଡିଏ ପାଇଁ ଗୁହାରି ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): ସରକାର ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ଆବାସ ଯୋଜନା କରିଛନ୍ତି। ହେଲେ ଆଜି ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ…

7 years ago

ଧାନଖଳାରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୪।୧୨- ରାୟଗଡ଼ା ଜିଲା ତାଡ଼ମା ପଞ୍ଚାୟତ ମାଲିପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କର ଧାନଖଳାରେ ୧ ଏକର ଜମିର ଧାନ ଫସଲ ମଙ୍ଗଳବାର କୌଣସି କାରଣବଶତଃ ନିଆଁ…

7 years ago

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ବଡଗାଁ,୨୪।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପଟୁଆବେଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନମାଳୀ ନାୟକଙ୍କ ସ୍ତ୍ରୀ ଉର (୫୮)।…

7 years ago

ସିଏଏ, ଏନ୍‌ଆର୍‌ସି ବିରୋଧରେ ବରଗଡ଼ରେ ବିକ୍ଷୋଭ

ବରଗଡ଼ ଅଫିସ,୨୪।୧୨: ବରଗଡ଼ରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ସମ୍ବିଧାନ ସୁରକ୍ଷା ମଞ୍ଚ ନେତୃତ୍ୱରେ…

7 years ago

ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ କରି ଏସ୍‌ପିଙ୍କ ତନାଘନା

ବରଗଡ ଅଫିସ,୨୪।୧୨: ବରଗଡ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି…

7 years ago

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ ନେଇ…

7 years ago

ବଡ଼ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ୍‌.ଏ.): ବଡ଼ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ପାଇଁ ଡିଏସ୍‌ପି…

7 years ago

ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

କଟକ ଅଫିସ୍‌,୨୪।୧୨: ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

7 years ago

ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ, ୨୪।୧୨: ରାୟଗଡା ଜିଲା ଚନ୍ଦ୍ରପୁର ଗ୍ରାମରେ ଗତ ଶନିବାରଠାରୁ ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଚିଚିପଙ୍ଗା…

7 years ago

ବଳାତ୍କାର ପରେ ହତ୍ୟା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଜୟପୁର,୨୪।୧୨(ଡି.ଏନ.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାକୁ ବିରୋଧ କରି ଜୟପୁରଠାରେ…

7 years ago