ନାଉଗଁ।, ୨୨।୨ (ସ୍ବ.ପ୍ର.): ନାଉଗଁ। ବ୍ଲକ ଅଧୀନ ତିରୁଣା ସେବା ସମବାୟ ସମିତିରେ ଧାନ ଦେବା ସମୟରେ ଚାଷୀମାନଙ୍କୁ ଦୁର୍ବ୍ୟବହାର କରାଯିବା ସହ କୁଇଣ୍ଟାଲ ପିଛା ୨…
ଫୁଲବାଣୀ ଅଫିସ, ୨୨ା୨-କନ୍ଧମାଳ ଜିଲା ବିଜେଡି ସଭାପତିଙ୍କୁ ନେଇ କିଛିଦିନ ଧରି ଚାଲିଥିଲା ଚର୍ଚ୍ଚାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ସରୋଜ କର୍ଣ୍ଣଙ୍କ ଉପରେ…
ବିରିଡି, ୨୨।୨ (ଡି.ଏନ୍.ଏ.): ପବିତ୍ର ଶିବଚତୁଦ୍ଦଶୀ ତିଥି ଅବସରରେ ଶୁକ୍ରବାର ହାଜିପୁରସ୍ଥିତ ପବିତ୍ର ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ସେବାୟତମାନଙ୍କ ସହ…
ବ୍ରହ୍ମପୁର ଅଫିସ,୨୨ା୨-ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଞ୍ଜାମ ଜିଲା ବିଜେଡିର ନୂଆ ସଭାପତି ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ…
ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍ଏଫ୍…
ବ୍ରହ୍ମପୁର ଅଫିସ, ୨୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମନଗରରରେ ଥିବା ଗୁରୁଦେବ ହସ୍ପିଟାଲକୁ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ସିଲ୍ କରାଯାଇଛି । ହସ୍ପିଟାଲ…
କୁନ୍ଦୁରା,୨୨ା୨(ଡି.ଏନ୍.ଏ.) କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ ଶତାଧିକ…
ବରୀ,୨୨।୨: ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମରେ ରହିଛନ୍ତି ବାଲୁଙ୍କେଶ୍ୱର ମହାଦେବ। ଏହି ମହାଦେବଙ୍କୁ ଭକ୍ତି ବିଶ୍ୱାସ ଓ ବିନମ୍ରତାର ସହିତ ପୂଜାର୍ଚ୍ଚନା କରି…
ଚମ୍ପୁଆ,୨୨।୨(ଡି.ଏନ.ଏ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା…