ଆମ ଜିଲା ଖବର

ଯାଜପୁର ଜିଲାର ସୀମା ନାକାବନ୍ଦୀ

ଯାଜପୁର ଅଫିସ,୨।୪: ପଡୋଶୀ ଜିଲା ଭଦ୍ରକରେ ଓଡ଼ିଶାର ୪ର୍ଥ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲାର ସମସ୍ତ ସୀମାକୁ ନାକାବନ୍ଦୀ କରି ଦିଆଯାଇଛି।…

7 years ago

ଛାତ୍ର ଓମ୍‌ପ୍ରକାଶଙ୍କ ବଦାନ୍ୟତା

ଜଟଣୀ,୨।୪(ଡି.ଏନ.ଏ): ବର୍ତ୍ତମାନ କରୋନା କଟକଣା ଯୋଗୁ ସମସ୍ତେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି। ମାତ୍ର ଏହି ସମୟରେ ସମାଜସେବା ଲାଗି ସାଇକେଲ ଧରି ବାହାରିପଡୁଛନ୍ତି…

7 years ago

ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ ପ୍ରଶଂସନୀୟ…

7 years ago

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା କଲେ ସୋମ୍ୟାଶ୍ରୀ

ନିଶ୍ଚିନ୍ତକୋଇଲି,୨।୪(ସ୍ବ.ପ୍ର.): କରୋନା ମୁକାବିଲା ପାଇଁ କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଞ୍ଚସରଙ୍ଗବଳରାମପୁର ଗ୍ରାମର ଆଶିଷ କୁମାର ବସନ୍ତରାୟଙ୍କ ୬ ବର୍ଷର ଝିଅ ସୋମ୍ୟାଶ୍ରୀ ନିଜ କୁମ୍ପିରେ…

7 years ago

ପଡ଼ିିଛି ସଙ୍କଟ

ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲକ୍‌ଡାଉନ୍‌। ଦେକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ…

7 years ago

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌ ଯୋଗୁ…

7 years ago

ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ ଆଶ୍ରୟ…

7 years ago

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଜ୍ୟରେ…

7 years ago

ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ ପ୍ରଭାବିତ…

7 years ago

ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ

କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ ଗୋଟିଏ…

7 years ago