ଆମ ଜିଲା ଖବର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ଧର୍ମେନ୍ଦ୍ର, ଚାରିଆଡ଼େ ଚର୍ଚ୍ଚା…

ଭୁବନେଶ୍ୱର,୧୫।୧୦: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ…

3 weeks ago

ଛାତ୍ର ସଂସଦ ନିର୍ବାଚନ: ଦଶପଲ୍ଲା, ଝାରସୁଗୁଡ଼ାରେ ବାଜିମାରିଲା BCJD

ଦଶପଲ୍ଲା,୧୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏଥିରେ ବିଜୁ ଛାତ୍ର ଜନତା ଦଳ(BCJD) ବାଜିମାତ୍‌…

3 weeks ago

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଚାଲିଛି ଭୋଟ୍‌ ଗଣତି, କିଛି ସମୟ ପରେ ଫଳାଫଳ

ଭବାନୀପାଟଣା,୧୫ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳ ୮ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

3 weeks ago

ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଫଳାଫଳ ପ୍ରକାଶ: ସଭାପତି ଭାବେ ବିଜୟ ହେଲେ କାହ୍ନା ମହାନନ୍ଦିଆ

ଗୁଡ଼ାରି,୧୫ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରିସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂଘର ନିର୍ବାଚନ ଫଳ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ରସଂଘର ମୋଟ୍‌ ୭ଟି…

3 weeks ago

ଜୟପୁରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଶୋ’ରୁମ୍,

ଜୟପୁର,୧୫।୧୦(ପବନ ପାଣିଗ୍ରାହୀ): ଜୟପୁର ସହରର ମୁଖ୍ୟ ରାସ୍ତା ସୌରା ସାହି ଛକ ସମ୍ମୁଖରେ ଥିବା ଟ୍ୱିଲ୍ସ ଡ୍ରେସ୍‌ ଶୋ’ରୁମ୍‌ର ଉପର ମହଲାରେ ଥିବା ଗୋଦାମରେ ଆଜି ଅଗ୍ନିକାଣ୍ଡ…

3 weeks ago

ଅତାବିରାରେ ଶାନ୍ତି ଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ, ରେଜଲ୍ଟକୁ ଅପେକ୍ଷା

ଅତାବିରା/ଗୋଡ଼ଭଗା,୧୫।୧୦(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି…

3 weeks ago

ଲକ୍ଷ୍ମୀଯୋରରେ ବ୍ରିଜ୍‌ ନିର୍ମାଣକୁ ଅନୁମୋଦନ, ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ

କର୍ଲାମୁଣ୍ଡା,୧୫ା୧୦(ପ୍ରଦୀପ କୁମାର ସାହୁ): ଦୀର୍ଘଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଯମୁନାପୁର, ତେଲିସରାବାହାଲି ରାସ୍ତାର ଲକ୍ଷ୍ମୀଯୋର ଠାରେ ବ୍ରିଜ ନିର୍ମାଣ ପାଇଁ…

3 weeks ago

ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୮୨% ମତଦାନ

ପାଟଣା,୧୫।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାର ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି ।…

3 weeks ago

ବଲାଙ୍ଗୀର ସରକାରୀ କଲେଜରେ ସୁରୁଖୁରୁରେ ସରିଲା ନିର୍ବାଚନ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ଗୁରୁବାର ସକାଳ…

3 weeks ago

କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍‌ ଡାଏ ଘୋଷଣା

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ…

3 weeks ago