ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଚାଲିଛି ଭୋଟ୍‌ ଗଣତି, କିଛି ସମୟ ପରେ ଫଳାଫଳ

ଭବାନୀପାଟଣା,୧୫ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳ ୮ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇଥିଲା। ବିଶ୍ୱବିଦ୍ୟାଳୟର ସମୁଦାୟ ୧୦ଟି ବୁଥ୍‌ରେ ୪୧୮୯ ଭୋଟର ମଧ୍ୟରୁ ୨୮୧୬ ଜଣ ଭୋଟର ଭୋଟ୍‌ ଦେଇଥିଲେ। ବର୍ତ୍ତମାନ ଗଣତି ପ୍ରକିୟା ଚାଲିଛି। ଆଉ କିଛି ସମୟ ପରେ ଫଳାଫଳ ଜଣାପଡ଼ିବ। ତେବେ ଭୋଟର କାହାକୁ ନିଜ ପସନ୍ଦର ନେତା ବାଚୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Share