ଆମ ଜିଲା ଖବର

ଥାନାରେ ବିବାହ କଲେ ପ୍ରେମୀଯୁଗଳ

ବରଗଡ଼ ଅଫିସ୍‌,୩୧।୩-ବରଗଡ଼ ଟାଉନ ଥାନା ପରିସରରେ ମଙ୍ଗଳବାର ନିରାଡ଼ମ୍ବର ଭାବେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୭ ନଦୀପଡ଼ାର…

6 years ago

ଛତ୍ରପୁର ହସ୍ପିଟାଲରେ କାମଚଳା ଲାବ୍‌

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ର୍ରପୁର ହସ୍ପିଟାଲରେ ଲାବ୍‌ ଟେକ୍ନିସିଆନ୍‌ ଅଭାବ ଲାଗି ରହିଛି। ଫଳରେ ଉକ୍ତ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ହଇରାଣ ହେଉଛନ୍ତି। ଛତ୍ରପୁର ହସ୍ପିଟାଲରେ…

6 years ago

ତାମିଲନାଡୁରେ ଅଟକି ରହିଛନ୍ତି ଶ୍ରମିକ

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାମାଜିକ ଜୀବନଯାତ୍ରାରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ତେଣୁ କରୋନା କଟକଣାରେ ଜିଲା, ରାଜ୍ୟ ବାହାରେ ଶ୍ରମିକମାନେ ଅଟକି ରହିଛନ୍ତି ।…

6 years ago

ଲକ୍‌ଡାଉନ କଟକଣାକୁ ଫୁ, ହାଟରେ ଜମୁଛି ଭିଡ଼

ଚୌଦ୍ୱାର,୩୧ା୩(ଡି.ଏନ୍‌.ଏ)- କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର କରିଥିବା ଲକ୍‌ଡାଉନ ଘୋଷଣାକୁ ମଙ୍ଗଳବାର ୭ଦିନ ହୋଇଯାଇଛି। ଇତି ମଧ୍ୟରେ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାରୀସ୍ତରରେ ସଚେତନତା କରିବା…

6 years ago

ମଇଁଷିଚରାଳିଙ୍କୁ ଛୁରାମାଡ

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ରପୁର ଥାନା ପଦ୍ମାବତୀ ଗଁା ନିକଟରେ ମଇଁଷି ଚରାଳିଙ୍କୁ ସୋମବାର ଅପରାହ୍ନରେ ଛୁରାମାଡ ହୋଇଛି। ସେହେଲେ ତେଲାପଲ୍ଲୀ ଗଁାର ଏସ୍‌. ମୋଚି ପାତ୍ର। ତାଙ୍କୁ ଛତ୍ରପୁର…

6 years ago

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ। ଏନେଇ…

6 years ago

ଜିଲାପାଳଙ୍କ ଅଫିସକୁ ପଶି ପାରିଲେନି ପୂର୍ବତନ ରାଜ୍ୟସଭା ସଦସ୍ୟା

ସମ୍ବଲପୁର, ୩୧।୩ (ବ୍ୟୁରୋ)-ସମ୍ବଲପୁର ଜିଲାପାଳଙ୍କ ଅଫିସ ଭିତରକୁ ବାହ୍ୟ ବ୍ୟକ୍ତି ବିଶେଷଙ୍କ ଯାତାୟତ କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । କେବଳ କର୍ମଚାରୀ ଓ ଅଧିକାରୀମାନଙ୍କ…

6 years ago

ଶୋଚନୀୟ ଅବସ୍ଥାରେ କଣାସ ବାତ୍ୟା ଆଶ୍ରୟସ୍ଥଳୀ

କଣାସ,୩୧ା୩(ସ୍ଵ.ପ୍ର.)- ମହାମାରୀ କରୋନା ସଂକ୍ରମଣ ଦେଶରେ ଅହେତୁକ ଭାବେ କାୟା ବିସ୍ତାର କରିବାରେ ଲାଗିଛି। ପରେ ଲକଡାଉନ ଘୋଷଣା ଯୋଗୁ ଅଧିକାଂଶ ଲୋକ ନିଜ ଘର ଅଭିମୁଖେ…

6 years ago

ସମ୍ବଲପୁରରେ ମନଇଚ୍ଛା ଗଡୁଛି ଗାଡ଼ିମୋଟର

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍‌ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ ଦିନରେ…

6 years ago

ଏମ୍‌କେସିଜି କରୋନା ୱାର୍ଡରେ ଅଛନ୍ତି ୭ ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ , ୩୧।୩: କରୋନା (କୋଭିଡ-୧୯)ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ…

6 years ago