ଆମ ଜିଲା ଖବର

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ…

6 years ago

ଶେରଗଡ଼ ବ୍ଲକର ୧୭ଗାଁ ରେଡ୍‌ଜୋନରେ: ଜାଣନ୍ତୁ କେଉଁଟି

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୯୫ଟି ଛୋଟ ବଡ଼ ଗ୍ରାମ ରହିଛି। ଏଥି ମଧ୍ୟରୁ ରବିବାର ସୁଦ୍ଧା ବ୍ଲକର ମୋଟ ୧୭ଟି ଗାଁ ରେଡ୍‌ଜୋନ୍‌ରେ ଥିବା…

6 years ago

ଖୋର୍ଦ୍ଧାରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୫୨ ଆକ୍ରାନ୍ତ

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ଜିଲାରେ ୪୩ ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ…

6 years ago

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିଭଳି…

6 years ago

ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍‌, ଚାଲିଛି ଥର୍ମାଲ ସ୍କ୍ରିନିଂ

ଜି.ଉଦୟଗିରି,୧୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ ଜୋନ୍‌ର…

6 years ago

ଭିକ୍ଷା ମାଗି ଲକ୍ଷେ ଦାନ

ଖୋର୍ଦ୍ଧା ଅଫିସ,୧୯। ୭: ଖୋର୍ଦ୍ଧା ଜିଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ଗଞ୍ଜାମ ଜିଲାର ରଘୁ ରାଉତ। ବୟସ ୭୦ ଟପିଲାଣି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ…

6 years ago

କୋଭିଡ୍‌ ଯୋଦ୍ଧାଙ୍କୁ ନିମ୍ନମାନର ଖାଦ୍ୟ: ଖାଦ୍ୟରୁ ବାହାରୁଛି ପୋକ, ରବର ବ୍ୟାଣ୍ଡ

ପୁରୀ ଅଫିସ,୧୯। ୭: ମହାମାରୀ କରୋନା ବିରୋଧରେ ଚାଲିଛି ଲଢ଼େଇ। ଏହି ଲଢ଼େଇରେ ଆଗରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ…

6 years ago

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ ମହାମାରୀ…

6 years ago

କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସହ ନୃତ୍ୟ ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ

ଜୟପୁର,୧୯। ୭(ଡି.ଏନ.ଏ.)-କୋରାପୁଟ ଜିଲାର ଜୟପୁର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେତେଜଣ ରୋଗୀ ନିକଟରେ ନୃତ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ନୃତ୍ୟ କରୁଥିବା…

6 years ago

ବିନା ଟ୍ୟାକ୍ସି ପରମିଟ୍‌ରେ ଭଡ଼ା କାର ବ୍ୟବହାର କରିଥିଲେ ଜଗତ୍‌ସିଂହପୁର ଜିଲାପାଳ

ଜଗତ୍‌ସିଂହପୁର ଅଫିସ, ୧୯।୭: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଭଡ଼ା ଇନୋଭା କାରର ନମ୍ବର ପ୍ଲେଟ୍‌ ରଙ୍ଗ ହଠାତ୍‌ ବଦଳିବା…

6 years ago