ଆମ ଜିଲା ଖବର

କୋଭିଡ ଦାୟିତ୍ୱରେ ଥିବା ପୋଲିସକୁ ଆକ୍ରମଣ: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ, ୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ସରକାରୀ ଅଧିକାରୀମାନେ ଦିନ ରାତି ଏକ କରିଦେଇଛନ୍ତି। କିନ୍ତୁ କେତେକ ଅମାନିଆଙ୍କ ପାଇଁ ପରିସ୍ଥିତି ଜଟିଳ ହେଉଛ। ଏମିତି କିଛି…

6 years ago

ମାସ୍କ ନ ପିନ୍ଧିବାରୁ ଜରିମାନା: ୩୮ ଜଣଙ୍କଠାରୁ ୮,୫୦୦ ଟଙ୍କା ଆଦାୟ

ରାଇକିଆ,୨୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି। ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ…

6 years ago

ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା ନଷ୍ଟ…

6 years ago

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର ସିଂଙ୍କ…

6 years ago

କରୋନା ସହାୟତା: ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦିନକର ଦରମା ଦାନ

କଣ୍ଟାବାଞ୍ଜି,୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ ଗୋଟିଏ…

6 years ago

ନୂଆଗାଁ ପଞ୍ଚାୟତ଼ରେ ବାହାର ଫେରନ୍ତାଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକୟିୟା ଆରମ୍ଭ

ରାଇସୁଆଁ,୨୭।୪(ଡି.ଏନ୍‌.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି ରହିଛନ୍ତି।…

6 years ago

ସଫେଇ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି କର୍ମଚାରୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଅଣ୍ଡି ପଞ୍ଚାୟତରେ ଜଣେ ସଫେଇ କରୋନା ଯୋଦ୍ଧାଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କ ନାମ ଶରତ ନାୟକ।…

6 years ago

ଅଚାନକ ବ୍ଲକର ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ପରିବେଶ ସଫାସୁତରା ରଖିବାକୁ ଦେଲେ ପରାମର୍ଶ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭୋର୍‌ରୁ ଶେରଗଡ଼ ବ୍ଲକ ଗସ୍ତ କରି ପ୍ରଥମେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଧନନ୍ତ୍ରରସ୍ଥିତ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟରେ…

6 years ago

ପାପଡ଼ାହାଣ୍ଡିରେ କାଳବୈଶାଖୀ ତାଣ୍ଡବ: ଉଡ଼ାଇନେଲା ଘର ଛପର, ଭାଙ୍ଗିଲା ଗଛ

ପାପଡ଼ାହାଣ୍ଡି, ୨୭।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ରବିବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛି ଜଟାବାଲ ପଞ୍ଚାୟତ। ପଞ୍ଚାୟତର ବାରିଗୁଡ଼ା, କୃଷ୍ଣଗୁଡ଼ା,…

6 years ago

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪, ୮୩,୪୪୧ ଟଙ୍କା ପ୍ରଦାନ କଲା ଶେରଗଡ଼ ବ୍ଲକ ଶିକ୍ଷକ ସଂଘ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ପାଇଁ ସମସ୍ତେ ସହାୟତାର ହାତ ବଢ଼ାଉଥିବା ବେଳେ ଶେରଗଡ଼ ଶିକ୍ଷକମାନେ ମଧ୍ୟ ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି। ଶେରଗଡ଼ ବ୍ଲକ…

6 years ago