ଆମ ଜିଲା ଖବର

ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ସମୟର…

5 years ago

୪ଦିନ ହେଲାଣି ଆମ୍ବୁଲାନ୍ସରେ ମୃତଦେହ

ବାହାନଗା,୨୨ା୭(ଡି.ଏନ.ଏ.): ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଗ୍ରାମର ସଞ୍ଜୟ କୁମାର ଦାସ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି।…

5 years ago

ସହଯୋଗକାରୀଙ୍କୁ ଅସହଯୋଗ

ତାଳଚେର,୨୨ା୭:  ଯୁଦ୍ଧ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଜନସାଧାରଣଙ୍କ ଆଡ଼କୁ ଲମ୍ବିବ ଅଧିକ ସହଯୋଗର ହାତ। ପୋଲିସ, ଅଗ୍ନିଶମ, ଓଡ୍ରାଫ୍ଟ ଓ ସେନା କର୍ମଚାରୀଙ୍କ ପରି ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ…

5 years ago

କଲରାପତରିଆ ବାଘଛାଲ ଜବତ: ୪ ଗିରଫ

ଦେବଗଡ଼/ରିଆମାଳ, ୨୨ା୭(ଡି.ଏନ.ଏ.): କଲରାପତରିଆ ବାଘଛାଲ ଚୋରା କାରବାର ଅଭିଯୋଗରେ ଦେବଗଡ଼ ବନ ବିଭାଗ ବୁଧବାର ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ସମସ୍ତେ ସମ୍ବଲପୁର ଜିଲାର।…

5 years ago

ବାଘ ଶିକାରୀଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର(ବ୍ୟୁରୋ)/ବାଉଁଶୁଣୀ (ଡି.ଏନ୍‌.ଏ),୨୨ା୭(ବ୍ୟୁରୋ): ରାଜ୍ୟରେ ଥମୁନି ବାଘ ଶିକାର। ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି ବାଘବଂଶ। ବାଘଙ୍କୁ ସୁରକ୍ଷା ତଥା ଶିକାର ରୋକିବା ଦିଗରେ ବନ ବିଭାଗ ଏକ…

5 years ago

ଦେବୀନଦୀରେ ୨ କୁମ୍ଭୀର, ଲୋକେ ଆତଙ୍କିତ

କଣ୍ଟାପଡା, ୨୧ା୭(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ନିକଟ ଦେବୀନଦୀରେ ବୁଧବାର ଦୁଇଟି କୁମ୍ଭୀର ଦେଖବାକୁ ମିଳିଥିଲା। ସକାଳେ ୬ରୁ ୭ଫୁଟ ଲମ୍ବର ଏକ କୁମ୍ଭୀର ଓ ଅପରାହ୍ନରେ ୧୦…

5 years ago

ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ…

5 years ago

ନଦୀପଠାରେ ପୋତା ହୋଇଛି ମୃତଦେହ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୨ା୭(ଡି.ଏନ୍‌.ଏ.): ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗ୍ରାମପଞ୍ଚାୟତ କୁଆଖାଇ ନଦୀପଠାରେ ବୁଧବାର ଏକ ମୃତଦେହ ଠାବ ହୋଇଛି। ମୃତଦେହଟି ବାଲିରେ ପୋତି ହୋଇ ରହିଥିବାବେଳେ ହାତ…

5 years ago

ସୁନାବେଶରେ ଦାରୁଦିଅଁ

ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ…

5 years ago

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର ୯…

5 years ago