ଆମ ଜିଲା ଖବର

ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦମକଳ…

5 years ago

ପୋଲିସ ହେପାଜତରୁ ଖସିଗଲେ ଗ୍ୟାଙ୍ଗଷ୍ଟର ହାଇଦର

କଟକ ଅଫିସ,୧୦।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା…

5 years ago

ଦିଗପହଣ୍ଡି କୋର୍ଟରେ ଜାତୀୟ ଲୋକ ଅଦାଲତ: ୨୫ ମାମଲାର ହେଲା ଫଇସଲା

ଦିଗପହଣ୍ଡି,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ଅଦାଲତର ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ…

5 years ago

ସିଲ୍‌ ହେଲା ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି, ୧୦।୪(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍‌କୁ ଶନିବାର ସିଲ୍‌ କରିଛି ପ୍ରଶାସନ। ଜୟ ମା’ ଓ ଲକ୍ଷ୍ମୀ ସିନେମା ହଲ୍‌କୁ ଅନିର୍ଦ୍ଦିିଷ୍ଟ କାଳ…

5 years ago

ନିର୍ବାଚନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ…

5 years ago

ଏମାର ମଠରୁ ମିଳିଲା ୮ଖଣ୍ଡ ରୁପା ଇଟା

ପୁରୀ ଅଫିସ, ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ…

5 years ago

ନାଳକୁ ବହିଯାଉଛି ପିଇବା ପାଣି

କଟକ ଅଫିସ,୧୦।୪ - ଜଳ ହିଁ ଜୀବନ। କେଉଁଠି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଟି ପାନୀୟଜଳ ଅପଚୟ ହେଉଛି।…

5 years ago

ଏସ୍‌ସିବି ନର୍ସିଂ କଲେଜ ବନ୍ଦ: ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୧୦।୪: କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ନେଇ ଶନିବାର ଘୋଷଣା ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଏସିଏସ୍‌ (ସ୍ବାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ…

5 years ago

ହଜୁଛି ମାନବିକତା: ପୋଖରୀ ପାହାଚରୁ ନବଜାତକର ମୃତଦେହ ଜବତ

ପୁରୁଷୋତ୍ତମପୁର,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋଠିଆଳି ଗ୍ରାମରେ ଥିବା ଯମୁନା ପୋଖରୀ ପାହାଚରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଜବତ ହୋଇଛି। କେହି ଜଣେ…

5 years ago

ନାମଯଜ୍ଞ ନେଇ କଟକଣା: ବିଜ୍ଞପ୍ତି ଜାରି କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ କରୋନା(କୋଭିଡ-୧୯) ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଇଛି।…

5 years ago