ଆମ ଜିଲା ଖବର

୨ ଜେଲରେ ୧୨ ଅନ୍ତେବାସୀ ପଜିଟିଭ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୧।୪: ଗଜପତି ଜିଲା ପାରଳାଖେମୁଣ୍ଡି ଓ ଆର୍‌.ଉଦୟଗିରି ସବ୍‌ଜେଲର ୧୨ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳାଖେମୁଣ୍ଡି ଉପକାରାଗାରରେ ବର୍ତ୍ତମାନ ୨୬୦ ଅନ୍ତେବାସୀ ଅଛନ୍ତି। ସେଥିମଧ୍ୟରେ…

5 years ago

ପିପିଲି ଉପନିର୍ବାଚନ ପୂର୍ବରୁ ହିଂସା

ପୁରୀ,୧୧।୪: ପୁରି ଜିଲା ଡେଲାଙ୍ଗ ଜେନାପୁର ପଞ୍ଚାୟତ ଅଞ୍ଚଳରେ ରବିବାର ପିପିଲି ଉପନିର୍ବାଚନ ହିଂସା ଦେଖା ଦେଇଛି। କିଛି ବିଜେଡି କର୍ମୀ ଗୋଡ଼ାଇ ଗୋଡାଇ ଭାଜପା କର୍ମୀଙ୍କୁ…

5 years ago

ଫୁଲ ତୋଳିବା ସମୟରେ ଗଛରୁ ଖସିପଡ଼ି ସୁରକ୍ଷାକର୍ମୀଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଏକ ଦୁଃଖଦ…

5 years ago

ପଛରୁ ପିଟିଲା ଟ୍ରକ୍‌, ଚାଲିଗଲା ମା’ ବାପାଙ୍କ ଜୀବନ; ଝିଅ ଗୁରୁତର

ଚଣ୍ଡିଖୋଲ,୧୧।୪ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।…

5 years ago

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ କର୍ମଚାରୀଙ୍କୁ…

5 years ago

ପିପିଲି ଉପନିର୍ବାଚନ: ଆସନ୍ତାକାଲି ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ରୁଦ୍ର…

5 years ago

ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଡ଼ବିଲ,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାର ମଧୁସୂଦନ ଛକ ନିକଟରେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଘର ପୋଡ଼ିଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ଛି। ଏକ ଟାୟାର ରିପ୍ୟାରିଂ…

5 years ago

ଫେରାର ପରେ ତତ୍ପର

କଟକ ଅଫିସ, ୧୧।୪: ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଶନିବାର ଅପରାହ୍ନରେ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଏବେ ମୁଣ୍ଡ ବିନ୍ଧାର କାରଣ…

5 years ago

ସ୍ବାମୀ ଶୋଇଥିବା ସମୟରେ ଲୁହା ପାଇପ୍‌ରେ ମୁଣ୍ଡକୁ ପିଟି ହତ୍ୟା କଲେ ସ୍ତ୍ରୀ, କାନ୍ଦିକାନ୍ଦି ଥାନାରେ…

ବାଲିଶଙ୍କରା,୧୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ପଡ଼ାର ଡୁଙ୍ଗୁରୀ ପଡ଼ାରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳା ସ୍ବାମୀଙ୍କୁ ଲୁହା ପାଇପ୍‌ରେ ପିଟି ହତ୍ୟା…

5 years ago

ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି…

5 years ago