ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର ରାସ୍ତାର…
ଯାଜପୁର ଅଫିସ,୭ା୨: ଯାଜପୁର ଜିଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ପରିସରସ୍ଥ ମେସ୍କୋ ଷ୍ଟିଲର ବେଆଇନ ରେଲୱେ ସାଇଡିଂ ଅଭିଯୋଗ ସଂକ୍ରାନ୍ତରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) ପକ୍ଷରୁ…
କୋଣାର୍କ,୭ା୨(ଡି.ଏନ୍.ଏ.): ଆଜି ପବିତ୍ର ମାଘ ସପ୍ତମୀ। କୋଭିଡ୍ କଟକଣାରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ନୀତି ସମ୍ପନ୍ନ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା…
ଜଗତ୍ସିଂହପୁର ଅଫିସ,୭ା୨: ଜଗତ୍ସିଂହପୁର ଜିଲାରେ ୨୦୧୭ ନିର୍ବାଚନ ବେଳେ ୨୬ଟି ଜିଲା ପରିଷଦ ଜୋନ୍ ମଧ୍ୟରୁ କଂଗ୍ରେସ ବାଲିକୁଦା ବ୍ଲକର ୧ନଂ. ଜୋନ୍ ଜିତି ଥିଲା। ସେତେବେଳେ…
କେନ୍ଦ୍ରାପଡ଼ା ଅଫିସ,୭ା୨: ଲୁଣା କରାଣ୍ଡିଆରେ ୫ ପଞ୍ଚାୟତର ୧୩ ଗାଁ ଅଛି। ନଦୀ ତଟକ୍ଷୟ ଯୋଗୁ ଉପରୋକ୍ତ ଗ୍ରାମକୁ ବନ୍ୟାଜଳ ମାଡ଼ି ଆସୁଛି। ନଦୀବନ୍ଧରେ ପଥର ପ୍ୟାକିଂ…
ଯାଜପୁର ଅଫିସ,୭ା୨: ଆଉ ମାତ୍ର ୯ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କ ମୁହଁରେ କେବଳ…
କଟକ ଅଫିସ,୭ା୨: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ ଗିରଫ…
ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ…
କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫ ନମ୍ବର…
ସାକ୍ଷୀଗୋପାଳ,୭।୨(ଡି.ଏନ୍.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁଦାନରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ନିର୍ମିତ ପାନ୍ଥଶାଳା ପର୍ଯ୍ୟଟକଙ୍କ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଦୂରଦୂରାନ୍ତରୁ ସାକ୍ଷୀଗୋପାଳ…