ବାଲେଶ୍ୱର ଅଫିସ/ରେମୁଣା, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଦିନିକିଆ ଗସ୍ତରେ ଆସି…
ବାରିପଦା ଅଫିସ, ୧୯।୧୨: ଦୋଷୀ ନ ହୋଇ ବି ଅନ୍ଧାର କୋଠରୀ ଭିତରେ ବିତିଯାଇଛି ଦୀର୍ଘ ୧୮ବର୍ଷ ୧୧ମାସ ୧୫ଦିନ। ବାଟ ଭୁଲିଯାଇଥିବା ମଣିଷଟିଏ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ…
ଭୋଗରାଇ, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ପାନବରଜ ପୋଡ଼ିବା ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପୋଲିସ…
ଯୋଡ଼ା, ୧୯।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ରାସ୍ତାରେ ପୌରପାଳିକା କମ୍ପ୍ଲେକ୍ସରେ ଜଣେ ମାଛ ବ୍ୟବସାୟୀଙ୍କୁ ଜାଲ ନୋଟ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ଅପରାହ୍ନରେ…
ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି।…
ବିଞ୍ଝାରପୁର,୧୯ା୧୨(ଡି.ଏନ.ଏ.): ଖରସ୍ରୋତା ନଦୀରେ ଗତବର୍ଷ ବନ୍ୟା ଆସି ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ମଲ୍ଲିପୁର ଗ୍ରାମର ରାସ୍ତା ଭାଙ୍ଗିଥିଲା। ଇତିମଧ୍ୟରେ ବନ୍ୟାକୁ ବର୍ଷେ ପୂରିଥିଲେ ମଧ୍ୟ ରାସ୍ତା…
ପଟ୍ଟାମୁଣ୍ଡାଇ,୧୯ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇକୁ ୧୯୮୮ ଡିସେମ୍ବର ୬ରେ ଏନ୍ଏସିର ମାନ୍ୟତା ମିଳିଥିଲା। ପଟ୍ଟାମୁଣ୍ଡାଇ, କଷଣଅଣ୍ଟା, ମାଟିଆ, ବାଲିପାଟଣା, ନୀଳକଣ୍ଠପୁର ପଞ୍ଚାୟତକୁ ନେଇ ଏନ୍ଏସି ଘୋଷଣା ହୋଇଥିଲା। ବିଜ୍ଞାପିତ ଅଞ୍ଚଳର…
ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍ ଯୋଗାଇବାକୁ ୩ଟି ବିଦ୍ୟୁତ୍ ଷ୍ଟ୍ରକ୍ଚର ନିର୍ମାଣ କରାଯାଇଛି। ବ୍ଲକ୍ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ ଷ୍ଟ୍ରକ୍ଚର…
ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଆଖିବୁଜି…
ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି। ଖବର…