ଆମ ଜିଲା ଖବର

ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଦାବି ତେଜିଲା

ବାରିପଦା ଅଫିସ,୧୭।୪: ମୟୂରଭଞ୍ଜ ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଟର୍ମ-୨ପରୀକ୍ଷା ନିମନ୍ତେ ୧୨୦କି.ମି. ଦୂର ରାଇରଙ୍ଗପୁର ଠାରେ କେନ୍ଦ୍ର କରାଯିବାକୁ ନେଇ ଅଭିଭାବକ ମହଲରେ…

5 years ago

୨୦କି.ମି. ଦୂର କେନ୍ଦ୍ରରେ ପରୀକ୍ଷା ଦେବେ ସଂସ୍କୃତ ବିଦ୍ୟାଳୟ ଛାତ୍ରୀଛାତ୍ର, ଧାରଣାରେ ବସିଲେ ଅଭିଭାବକ

ଖଇରା, ୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ଅନ୍ୟତମ ପୁରାତନ ଗଡପୋଖରୀ ହାଇସ୍କୁଲ ପୂର୍ବରୁ ବୋର୍ଡ ପରୀକ୍ଷା କେନ୍ଦ୍ର ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଇଛାକୃତ ଭାବେ…

5 years ago

ବିଜୁ ବାବୁଙ୍କ ତିରୋଧାନ ଦିବସ: ତିଳତର୍ପଣ କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୧୭।୪(ଡି.ଏନ୍‌.ଏ.): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।…

5 years ago

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଅଭିଯୁକ୍ତଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…

5 years ago

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ: ଏଥର ହେବ ସବୁ ରବିବାର

ପୁରୀ ଅଫିସ,୧୭।୪: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରବିବାର ଭୋର ୫ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା…

5 years ago

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।…

5 years ago

ହାତ ଛାଡ଼ିଲେ ଜର୍ଜ ତିର୍କୀ

ସୁନ୍ଦରଗଡ଼,୧୭।୪(ଡି.ଏନ୍‌.ଏ.): କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ନିକଟକୁ…

5 years ago

ସୁଦର୍ଶନ ସାହୁ ପାଇବେ କଳିଙ୍ଗ ରତ୍ନ ସମ୍ମାନ

କଟକ ଅଫିସ, ୧୭।୪: ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଚଳିତବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ…

5 years ago

ସରିଲା ରିମାଣ୍ଡ, ଆଜି କୋର୍ଟରେ ହାଜର

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୭।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ଭାଇଙ୍କ ପରିବାରର ସମସ୍ତ ୫ ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା…

5 years ago

୨୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୭।୪: ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ…

5 years ago