ଆମ ଜିଲା ଖବର

ମାଟିରେ ମିଶିଲା ପାନବରଜ, ଚିନ୍ତାରେ ଚାଷୀ

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ବାତ୍ୟା ୟାସ ପ୍ରକୋପ ଯୋଗୁ ପାନଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ପବନରେ ସେମାନଙ୍କ ପାନ ବରଜ ମାଟିରେ ମିଶିଯାଇଛି। ମଞ୍ଚା ଭାଙ୍ଗିଯିବା…

5 years ago

ବୈତରଣୀରେ ବନ୍ୟା

ଭଦ୍ରକ ଅଫିସ,୨୮ା୫: ୟାସ୍‌ ପ୍ରଭାବରେ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ପରେ ଏବେ ବିପତ୍ତି ଆଣିଛି ବନ୍ୟା। ବୈତରଣୀରେ ବନ୍ୟା ଆସିବା ଯୋଗୁ ଧାମନଗର ଓ…

5 years ago

କାଣୀନଦୀରେ ଘାଇ: ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବନ୍ୟା ପାଣି ପ୍ରବାହିତ

ଯାଜପୁର ଅଫିସ,୨୮ା୫: ଯାଜପୁର ଜିଲା ବୈତରଣୀ ନଦୀର ଶାଖା କାଣୀନଦୀର ମଲ୍ଲିକାପୁର ନିକଟରେ ଘାଇ ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନ ୮ଟା ସୁଦ୍ଧା ଦଶରଥପୁରଠାରେ ବିପଦ ସଙ୍କେତଠାରୁ…

5 years ago

ୟାସ୍‌ ତଥ୍ୟ ଆଣିଛି ବିକାଶର କଟୁ ସତ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୮।୫: ୧୯୯୯ର ମହାବାତ୍ୟାକୁ ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ…

5 years ago

ପଲିଥିନ୍‌ ତଳେ ବିତୁଛି ଜୀବନ

ନିରାକାରପୁର,୨୮ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ସହାୟତା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା କେତେକ ଲୋକଙ୍କ ପାଇଁ ସରକାରଙ୍କ ଏହି ଯୋଜନା ସାତସପନ…

5 years ago

କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ…

5 years ago

ଧସିଲା ଆପ୍ରୋଚ୍‌ ରୋଡ୍‌, ଯାତାୟାତ ବନ୍ଦ

ବରୀ,୨୮ା୫(ଡି.ଏନ୍‌.ଏ.): ଦୁଧେଇ ନଦୀ ଉପରେ ଥିବା ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଡିହସାହି ସେତୁର ଆପ୍ରୋଚ ରୋଡ୍‌ ବାତ୍ୟା ୟାସ୍‌ ପ୍ରଭାବରେ ଧସିପଡ଼ିଛି। ଫଳରେ ଉକ୍ତ…

5 years ago

ଅଗ୍ରଗତି ପୂର୍ବରୁ ଫାଟି ଆଁ

ବଇଣ୍ଡା,୨୮ା୫ (ପରିକ୍ଷିତ ସାହୁ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ କାର୍ଯ୍ୟ ଅନୁଗୋଳ ଜିଲାରେ ଠିକ୍‌ଠାକ୍‌ ଚାଲିନି। ୩ ବର୍ଷ ତଳୁ କିଶୋରନଗର ବ୍ଲକ…

5 years ago

ବଟି ମାଗି ଧରାପଡ଼ିଲେ ୩ ନକଲି ଖବରଦାତା

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୭।୫: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ଥାନୀୟ ଯୋଗାଣ ସହାୟକଙ୍କୁ ଧମକ ଦେଇ ବଟି ମାଗୁଥିବା ୩ ଜଣ ନକଲି…

5 years ago

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ…

5 years ago