ଆମ ଜିଲା ଖବର

ଯାତ୍ରା ଦେଖିବାକୁ ଆସି ଯୁବକଙ୍କ ପ୍ରାଣ ଗଲା

ଅତାବିରା,୧୬ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରୀଡ଼ା ବିନ୍ଧ୍ୟବାସିନୀ ପାହାଡ଼ରେ ହେଉଥିବା ଯାତ୍ରା ଦେଖିବାକୁ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

4 years ago

ଜିଲା ପ୍ରଶାସନକୁ ପୁଣି ଅଭିଯୋଗ ଶୁଣାଇ ପାରିବେ ସାଧାରଣ ଲୋକେ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୁଣି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ…

4 years ago

ଶ୍ରୀସନ୍ନ୍ୟାସୀଜୀଙ୍କୁ ରାଜ୍ୟସ୍ତରୀୟ ‘ସଂସ୍କୃତି ସାରଥୀ’ ସମ୍ମାନ

କଟକ ଅଫିସ,୧୬ା୪: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ ) ଦ୍ୱାରା ଓଡ଼ିଶାର ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ବାଗ୍ମୀ, ପ୍ରବକ୍ତା ତଥା ଆଧ୍ୟାତ୍ମିକ ପତ୍ରିକା…

4 years ago

ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

ପୁରୀ ଅଫିସ,୧୬।୪: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା ସିଙ୍ଗିଳା ଥାନା…

4 years ago

ବାଲେଶ୍ୱର ଏମ୍‌ସରେ ଓପିଡି ସେବା

ବାଲେଶ୍ୱର ଅଫିସ, ୧୬।୪ : ବାଲେଶ୍ୱର ଏମ୍‌ସ ସାଟେଲାଇଟ ସେଣ୍ଟର ଶନିବାର ଲୋକାର୍ପିତ ହୋଇଯାଇଛି। ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଓପିଡି ସ୍ବାସ୍ଥ୍ୟସେବା ମିଳିବ।…

4 years ago

ଦୁଲୁକୁଛି ବଳରାମପ୍ରସାଦ

ବଅଁରପାଳ,୧୬।୪(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ୩ ଦିନିଆ ଯାତ୍ରା ଶୁକ୍ରବାରଠାରୁ ଧୁମ୍‌ଧାମରେ ଆରମ୍ଭ ହୋଇଛି। ବିଭିନ୍ନ ବାଦ୍ୟ ବାଜଣାରେ…

4 years ago

ହିଙ୍ଗୁଳାକ୍ଷେତ୍ର ଶ୍ରଦ୍ଧାଳୁମୟ

ତାଳଚେର,୧୬।୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ ଶୁକ୍ରବାରଠାରୁ ଆରମ୍ଭ ହୋଇଛି।…

4 years ago

ଝାଞ୍ଜିରୁ ମିଳୁନି ନିସ୍ତାର

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗୁଛି। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ଶିଳ୍ପ ଜିଲା ଢେଙ୍କାନାଳ। ଶୁକ୍ରବାର…

4 years ago

ଅସହ୍ୟ ତାତିରେ କଲବଲ ଅହିରାଜ

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି ସହି…

4 years ago

ସ୍ବର୍ଣ୍ଣଚୂଡ ଜଙ୍ଗଲରେ ନିଆଁ

ସଜନାଗଡ଼, ୧୬।୪(ଡି.ଏନ.ଏ.) ହୁତୁ ହୁତୁ ହୋଇ ଜଳୁଥିଲା ନୀଳଗିରି ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମାତ୍ର ପହଞ୍ଚତ୍ ପାରୁନି…

4 years ago