ବଲାଙ୍ଗୀର ଅଫିସ,୨୫।୭: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଲାଙ୍ଗୀର ଲର୍କିପାଲି ଏଲ୍ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ ଅରମ୍ଭ କରିଛି। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ…
ସାକ୍ଷୀଗୋପାଳ,୨୫ା୭(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ସୋମନାଥ ମହାପାତ୍ରଙ୍କ ଖଟଣି ରୋଷଘରୁ ଚୋରି ହୋଇଛି। ଏନେଇ ସୋମନାଥଙ୍କ ଭାଇ ରମାକାନ୍ତ ମହାପାତ୍ର ମନ୍ଦିର ସୁପରଭାଇଜରଙ୍କ…
ମାଲକାନଗିରି,୨୫ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ…
ଛତ୍ରପୁର,୨୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମା’ ରାମଚଣ୍ଡୀ ପୀଠରେ ରବିବାର ଶୌଚାଳୟ ଉଦ୍ଘାଟନ ସହ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l…
ମାଲକାନଗିରି,୨୫ା୭(ଡି.ଏନ୍.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା,…
ପିପିଲି,୨୫।୭(ଡି.ଏନ୍.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ ନ…
ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍କାଉଣ୍ଟର କରାଯାଇଥିଲା। ତେବେ ରବିବାର ପୂର୍ବାହ୍ନରେ…
ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍ ଉପରେ…
କୃଷ୍ଣପ୍ରସାଦ,୨୫ା୭(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁରୁପାଳ ଗ୍ରାମର ପ୍ରବୀର ଜେନାଙ୍କ ଝିଅ ଚାଇନା(୨୩)। ଜନ୍ମରୁ ଚାଇନା ଦିବ୍ୟାଙ୍ଗ। ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ କାମ…
ଖୋର୍ଦ୍ଧା ଅଫିସ,୨୫ା୭: ଖୋର୍ଦ୍ଧା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଦୀର୍ଘଦିନ ଧରି ଅଳିଆ ସଫା ନ ହେବାରୁ ଡ୍ରେନଗୁଡିକରେ…