ଆମ ଜିଲା ଖବର

ଟଙ୍କା ନ ଦେବାରୁ ବାପାଙ୍କୁ ବର୍ଚ୍ଛା ମାଡ଼

ଲାଠୋର,୨୬ା୮(ଡି.ଏନ.ଏ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଝର ଗ୍ରାମରେ ପୁଅର ବର୍ଚ୍ଛା ମାଡରେ ବାପା ବଳଭଦ୍ର ପୁଟେଲ(୫୫) ଗୁରୁତର ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ଜିଲା ଚିକିତ୍ସାଳୟରେ…

4 years ago

ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ

ସୋହେଲା,୨୬।୮(ଡି.ଏନ୍‌.ଏ.)- ବରଗଡ଼ ଜିଲା ସୋହେଲା ବ୍ଳକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିଲ ପାଢୀଙ୍କ ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି ।…

4 years ago

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ ଅଫିସ,୨୬ା୮: ଏଣିକି ଶ୍ରୀମନ୍ଦିର ସେବାୟତଙ୍କୁ ଘର ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା…

4 years ago

କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା,୨୬ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର ଗ୍ରାମବାସୀ…

4 years ago

ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ ଅନୁଭବ…

4 years ago

ଜୀବନ ଦେବୁ ପଛେ ଜମି ଦେବୁନି

କୁତ୍ରା,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡା ପଞ୍ଚାୟତରେ ଏକ ସିମେଣ୍ଟ ଅଧିକୃତ ଜେଏସ୍‌ଡବ୍ଲ୍ୟୁ କାରଖାନା ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ ଟନରୁ ୩.୦୦ନିୟୁତ ମେଟ୍ରିକ…

4 years ago

ପ୍ରତାରଣାରେ ବୁଝିଲାନି ମନ ଜୀବନ ନେଇଗଲେ

ଦେଓଗାଁ,୨୬ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଅପାମରା ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା ଦେବାପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ…

4 years ago

ଦୁର୍ଘଟଣାରେ ଚାଲିଗଲା ପରିବାରର ୪ ଜୀବନ

ରାଉରକେଲା ଅଫିସ,୨୫।୮: ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟି ଥାନା ତୋରପା ଚୁରାଗୀ ନିକଟରେ ବୁଧବାର ସଡ଼କ ଦୁର୍ଘଟଣାରେ ରାଉରକେଲାର ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ…

4 years ago

ଟାଟା ଷ୍ଟିଲ୍‌ରେ ଦୁର୍ଘଟଣା: ଗଲା କ୍ରେନ୍‌ ଅପରେଟରଙ୍କ ଜୀବନ

କଳିଙ୍ଗନଗର,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ କାରଖାନାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କ୍ରେନ୍‌ ଅପରେଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାଡ଼ଖଣ୍ଡ…

4 years ago

କ’ଣ ତଦନ୍ତ ହୋଇଛି ୬ ସପ୍ତାହରେ ଜଣାଅ

ପାରଳାଖେମୁଣ୍ଡି,୨୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୪୪ଦିନ ବିତିଗଲାଣି। ତଥାପି ପୋଲିସ ପାଖରେ ଉତ୍ତର ନାହିଁ। ଏହା ଭିତରେ କ’ଣ…

4 years ago