ଅନୁଗୋଳ ଅଫିସ,୩।୮: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗାରେ ହେବ ଟ୍ରକ୍ ଟର୍ମିନାଲ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ଶାବଳଭଙ୍ଗା ଗ୍ରାମର ମହିଳା ଓ…
ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା ପୋଲିସ…
ଛେଣ୍ଡିପଦା,୩।୮(ସ୍ବ.ପ୍ର.)- ଆଖି ଆଗରେ ଉଜୁଡ଼ିଯାଉଛି ନଡ଼ିଆ, ଆମ୍ବ ଓ କଦଳୀ ବଗିଚା। ଦଳା ଚକଟାରେ ନଷ୍ଟ ହୋଇଯାଉଛି ଧାନ, ମୁଗ, ପୋଟଳ, ବାଇଗଣ ଫସଲ। ବୋର୍ଓ୍ବେଲଠାରୁ ଘର,…
ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ରହିଛି। ଏଠାରୁ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସରୁ ବିଧାୟକ ହେବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବା…
ଛତ୍ରପୁର/ଗଞ୍ଜାମ(ଡି.ଏନ.ଏ)/ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଗାଁ ଗଞ୍ଜାମ ମାନଚିତ୍ରରୁ ଲିଭିଯିବାକୁ ବସିଛି। ଦିନକୁ ଦିନ ସମୁଦ୍ର କୂଳ ଖାଉଥିବାରୁ ଏହି ଆଶଙ୍କା ଦେଖାଦେଇଛି…
ଦିଗପହଣ୍ଡି,୩।୮(ଡି.ଏନ୍.ଏ.): ଚଳିତ ବର୍ଷ ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କୁ ଧୋକାଦେଇଛି ମୌସୁମୀ ବର୍ଷା। ମୁଖ୍ୟତଃ ଖରିଫ ଧାନ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଇଥାଏ। କିନ୍ତୁ ଅଗଷ୍ଟ…
ଭଞ୍ଜନଗର,୩।୮(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ପଦବୀ ଖାଲିଥିବା ଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ଏହାର ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ, ଭଞ୍ଜନଗର ଶାଖା…
ତେଲକୋଇ, ୩।୮(ଡି.ଏନ.ଏ.): କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଏକ ଚାଷ ବହୁଳ ଆଦିବାସୀ ଅଞ୍ଚଳ। ଏହି ଅଞ୍ଚଳରେ ଚାଷୀମାନେ ଖରିଫ ଫସଲ (ଧାନ) ଉପରେ ବେଶୀ ନିର୍ଭର…
ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ତୋଭାପାଳ ସାହିର ଲୋଧା ସିଂ (୪୬)ଙ୍କ ପରିବାରରେ ଏବେ ଦେଖାଦେଇଛି ଦୁଃଖର ଝଡ। ଠିକ୍…
କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜଗନ୍ନାଥ ମହାନ୍ତି। ତାଙ୍କ ପିତା…