ଆମ ଜିଲା ଖବର

ଭୁଶୁଡ଼ିଲା ଆନ୍ଧ୍ର ମହିଳା ସମାଜମ୍‌ କୋଠା

ବ୍ରହ୍ମପୁର ଅଫିସ୍‌,୧୩ା୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରର ଗିରି ମାର୍କେଟରେ ଥିବା ବହୁ ପୁରାତନ ଆନ୍ଧ୍ର ମହିଳା ସମାଜମ୍‌ କୋଠା ଭୁଶୁଡି ପଡ଼ିଛି। ଏହି…

4 years ago

ଭୁଶୁଡ଼ିଲା ଜଗନ୍ନାଥ ମନ୍ଦିର

ଫୁଲବାଣୀ ଅଫିସ/ସାରଙ୍ଗଗଡ,୧୩ା।୯: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସର୍ବପୁରାତନ ଜଗନ୍ନାଥ ମନ୍ଦିର ସୋମବାର ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି। ମନ୍ଦିରର…

4 years ago

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲାର…

4 years ago

କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ରାଜ୍ୟ କୁଡୁମୀ ସେନା

ପାଟଣା,୧୩।୯( ସ୍ବ.ପ୍ର.): ଓଡ଼ିଶା କୁଡୁମୀ ସେନା ସୋମବାର କେନ୍ଦୁଝର ସର୍କିଟ ହାଉସଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟିଛନ୍ତି। ସେମାନେ ତାଙ୍କୁ…

4 years ago

ଏସ୍‌ସିବି ଛାତରୁ ଖସିଲା କଂକ୍ରିଟ

କଟକ ଅଫିସ,୧୩।୯: କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ସୋମବାର ଛାତରୁ କଂକ୍ରିଟ ଖଣ୍ଡ ଖସି ପଡ଼ଛି। କଂକ୍ରିଟ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା…

4 years ago

ଲଗାଣ ବର୍ଷାରେ ଭୁଶୁଡ଼ିଲା ୧୦୦ ବର୍ଷ ପୁରୁଣା କୋଠା

ବ୍ରହ୍ମପୁର ଅଫିସ,୧୨।୯: ରାଜ୍ୟରେ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ରହ୍ମପୁରର ୧୦୦ ବର୍ଷର ପୁରୁଣା ତେଲୁଗୁ ସମାଜମ କୋଠା ରବିବାର ବିଳମ୍ବିତ ରାତ୍ରିରେ…

4 years ago

ଲଗାଣ ବର୍ଷା: ଲେଙ୍ଗୁମହା ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ

ରାଇକିଆ,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାର ଲେଙ୍ଗୁମହା ନିକଟରେ ଏକ ବିରାଟ…

4 years ago

ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିଲେନି ବ୍ୟକ୍ତି

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ମାଛ ଧରିବାକୁ ଯାଇ ସଞ୍ଜୟ ରାଉତ ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ତାଙ୍କ ମୃତଦେହ…

4 years ago

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ: ବଢ଼ୁଛି ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷ ଜମିଗୁଡ଼ିକ…

4 years ago

ମାଛ ଧରିବାକୁ ଯାଇ ନିଖୋଜ ଯୁବକ: ଚାଲିଛି ଖୋଜା

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ଭାସି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହେଲେ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ ରାଉତ…

4 years ago