ଆମ ଜିଲା ଖବର

ବିବାହିତ ସତ୍ତ୍ୱେ ପ୍ରେମିକଙ୍କ ସହ ହୋଇଯାଇଥିଲେ ଫେରାର; ବବୁଲ ଗଛରେ ଝୁଲୁଛି ମୃତଦେହ

ଚନ୍ଦାହାଣ୍ଡି,୨୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ରଶି ଲଗାଇ…

4 years ago

ଶ୍ରୀଜିଉଙ୍କ ଦର୍ଶନ କଲେ ସିଜେଆଇ

ପୁରୀ ଅଫିସ,୨୫।୯: ପୁରୀ ଗସ୍ତରେ ଆସିଥିବା ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି.ରମନା ଶନିବାର ସକାଳେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ୫ଟି…

4 years ago

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍‌ ଦେଇ ଲ୍ୟାଣ୍ଡଫଲ୍‌…

4 years ago

ପଞ୍ଚଭୂତରେ ବିଲୀନ ହେଲେ ଅରିନ୍ଦମ ଦାସ

ପାଟଣା,୨୫।୯(ସ୍ବ.ପ୍ର.): ଯୁବ ସାମ୍ବାଦିକ ଅରିନ୍ଦମ ଦାସ (ସାମୀ) ଶନିବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଜନ୍ମସ୍ଥାନ କେନ୍ଦୁଝର ଜିଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀକୂଳରେ ତାଙ୍କର…

4 years ago

ସହାୟତା ଅପେକ୍ଷାରେ କ୍ୟାନ୍ସର ପୀଡ଼ିତା ଅନିନ୍ଦିତା

କାକଟପୁର,୨୫।୯(ଡି.ଏନ୍‌.ଏ.):ପୁରୀ ଜିଲା କାକଟପୁର ବ୍ଲକ ଅଞ୍ଚଳର ୫ବର୍ଷର ଝିଅ ଅନିନ୍ଦିତା ଜୀବନ କ’ଣ ଜାଣିବା ଆଗରୁ ସମୟ ତାଙ୍କୁ ଏକ ବିପଦପୂର୍ଣ୍ଣ ସ୍ଥିତି ଆଡ଼କୁ ନେଇଯାଇଛି। କାରଣ…

4 years ago

ବାର୍ଷିକ ୭୫ ଲକ୍ଷର ସୂତା ଉତ୍ପାଦନ ହେବ

ଟାଙ୍ଗୀ(କଟକ), ୨୫।୯(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅଧୀନ କଜଳକଣାସ୍ଥିତ ଇଡ୍‌କୋ ଶିଳ୍ପାଞ୍ଚଳରେ ଟସର ସୂତା ଉତ୍ପାଦନ କେନ୍ଦ୍ର ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଖଦି ଓ…

4 years ago

୨୭ରେ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ

କଟକ ଅଫିସ, ୨୫।୯ :ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍‌ ବାତିଲ୍‌, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଦାବିରେ ସଂଯୁକ୍ତ କିଷାନ…

4 years ago

ଆଶୀର୍ବାଦ ଯୋଜନାରେ ଉପକୃତ ହେବେ ୧୧୦ ଶିଶୁ

ପଟ୍ଟାମୁଣ୍ଡାଇ,୨୫।୯ (ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଆଶୀର୍ବାଦ ଯୋଜନାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ସହରାଞ୍ଚଳରୁ ୧୧୦ ଜଣ ଶିଶୁ ଉପକୃତ ହେବେ। ଶୁକ୍ରବାର ପଟ୍ଟାମୁଣ୍ଡାଇ ବ୍ଲକ…

4 years ago

ବନ୍ଦର ଘରୋଇକରଣକୁ ବିରୋଧ

ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ…

4 years ago

ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଏଥିଯୋଗୁ…

4 years ago