ଆମ ଜିଲା ଖବର

୨ଭଉଣୀ ଶିକ୍ଷୟିତ୍ରୀଙ୍କ ଗପରେ ସରୁଛି ପାଠପଢ଼ା

କେନ୍ଦ୍ରାପଡ଼ା ଅଫିସ, ୧୪ା୧୦: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ଜଗଦୀଶପୁର ୟୁଜି ୟୁପି ସ୍କୁଲ ସହରଠାରୁ ମାତ୍ର ୨ କିଲୋମିଟର। ଏଠାରେ ଶିକ୍ଷାଦାନଠାରୁ ଶିକ୍ଷାୟତନ, ଶୈକ୍ଷିକ ପରିବେଶ…

4 years ago

ଧାନ ଫସଲରେ ଗିରିଆ ପୋକ, ଚିନ୍ତାରେ ଚାଷୀ

ରାଜନଗର,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳ ଚାଷଜମିରେ କରାଯାଇଥିବା ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଅନିୟମିତ ବର୍ଷା କାରଣରୁ ବିଳମ୍ବରେ…

4 years ago

ଜବତ ସାମଗ୍ରୀର ମୂଳ ଉତ୍ସ ଖୋଜାଯାଉନି

କେନ୍ଦ୍ରାପଡ଼ା ଅଫିସ୍‌,୧୪ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା କାନପୁର ଛକରେ ସେପ୍ଟେମ୍ବର ୧୫ରେ ୫ ଜଣ ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ପିସ୍ତଲ ଦେଖାଇ ଓ ଫାୟାରିଂ କରି…

4 years ago

ପୁଣି ଏକ ଦନ୍ତାହାତୀର ଜୀବନ ଗଲା, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

କାମାକ୍ଷାନଗର,୧୪ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର ମୃତଦେହ…

4 years ago

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ,୧୪ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଭିଜିଲାନ୍ସ ଜାଲରେପଡ଼ିଛନ୍ତି। ଶୁକ୍ରବାର…

4 years ago

ଯାଜପୁରରେ ଖୋଲିବ ଭୂବନ୍ଦୋବସ୍ତ କମିଶନ ଅଫିସ୍‌

ଯାଜପୁର ଟାଉନ,୧୪ା୧୦ (ଡି.ଏନ.ଏ.): ବହୁ ପ୍ରତୀକ୍ଷାର ଅନ୍ତେପରେ ଭୂ-ବନ୍ଦୋବସ୍ତ କମିଶନ୍‌ ଅଫିସ୍‌ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଖୋଲିବ। ଏହି ଅଫିସ୍‌ ୪/୫ ବର୍ଷ ପୂର୍ବରୁ ଯାଜପୁରରେ ଖୋଲିବା…

4 years ago

ରାଷ୍ଟ୍ରପତିଙ୍କ ଜୀବନୀ ଲେଖି ଚର୍ଚ୍ଚାରେ ତେଜସ୍ବିନୀ

ରଘୁନାଥପୁର,୧୪ା୧୦(ଡି.ଏନ.ଏ.): ମାତ୍ର ୧୭ ବର୍ଷ ବୟସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ସମ୍ପର୍କରେ ଲେଖି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ସାଦେଇପୁର ଗ୍ରାମର ଯୁକ୍ତ ଦୁଇ ବିଜ୍ଞାନ…

4 years ago

ନାଁକୁ ଚାଲିଛି ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ

ଜଗତସିଂହପୁର ଅଫିସ,୧୪ା୧୦: ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। ଏନେଇ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କାର୍ଯ୍ୟ…

4 years ago

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅସହାୟ ବୃଦ୍ଧା

ଯାଜପୁର ଅଫିସ,୧୪ା୧୦: ଗରିବ ଲୋକଙ୍କୁ ଆବାସ ଘର ଠାରୁ ଆରମ୍ଭ କରି ଭତ୍ତା, ଟଙ୍କିକିଆ ଚାଉଳ ସରକାର ଯୋଗାଇ ଦେଉଛନ୍ତି। ହେଲେ ସରକାରଙ୍କ ଏହି ସୁବିଧା କାହାକୁ…

4 years ago

ଜାତିଆଣ କଟୁ ମନ୍ତବ୍ୟ ମାମଲା: ଛତ୍ରପୁରର ପୂର୍ବତନ ବିଧାୟକଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୪ା୧୦: ଜାତିଆଣ କଟୁ ମନ୍ତବ୍ୟ ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଗୁରୁବାର ଜାମିନ ପାଇଛନ୍ତି। ୨୦୦୪ରେ ରାୟଗଡ଼ା ଜିଲା ଟିକିରିରେ ଏକ ଆଦିବାସୀ…

4 years ago