ଆମ ଜିଲା ଖବର

ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା। ଆରମ୍ଭ…

4 years ago

ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ

କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।…

4 years ago

ବାଲିଆପାଳରେ ପିଲାଚୋର ଆତଙ୍କ

ଲଙ୍ଗଳେଶ୍ୱର,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ଗତ କିଛିଦିନ ହେବ ପିଲାଚୋର ଆତଙ୍କ ଦେଖାଦେଇଛି। ବିଶେଷକରି ୩ବର୍ଷରୁ ୧୧ବର୍ଷ ବୟସ୍କ ପିଲାମାନଙ୍କୁ ଚୋରମାନେ ଟାର୍ଗେଟ କରୁଥିବା…

4 years ago

ଚେକ୍‌ ବାଉନ୍ସ ମାମଲା ଅଭିଯୁକ୍ତ ଯୁବକ ଜେଲ ଗଲେ

ରୂପସା, ୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା କୁଶଡ଼ିହା ଗ୍ରାମର ରବୀନ୍ଦ୍ର ସେନାପତିଙ୍କୁ ଚେକ୍‌ ବାଉନ୍ସ ମାମଲାରେ ବସ୍ତା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ…

4 years ago

ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ

ହିଞ୍ଜିଳିକାଟୁ,୭ା୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପାଟଣାସାହିରେ ଶୁକ୍ରବାର ଏକ ଘରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଛି। ପାଟଣାସାହି ବାସୁଦେବ ଦାସଙ୍କ ଘରେ ରୋଷେଇ ବେଳେ…

4 years ago

ଜୁଆ ଆଡ୍ଡାରେ ଚଢ଼ାଉ: ୧୫୨ ଗିରଫ, ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୭ା୧୦-କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲାରେ ଏକାଧିକ ସ୍ଥାନରେ ଜୁଆଖେଳ ଚାଲିଛି। ପୋଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ପରମ୍ପରାର ଦ୍ୱାହି ଦେଇ ଏହି ବେଆଇନ…

4 years ago

ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା: ଏକାଠି ହେଲେ ୬୦ ମେଢ଼

ପୁରୀ ଅଫିସ, ୭।୧୦: ଶ୍ରୀକ୍ଷେତ୍ରରେ ଶୁକ୍ରବାର ପ୍ରସିଦ୍ଧ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ସିଂହଦାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି…

4 years ago

ଗଞ୍ଜେଇ ସହ ଧରାପଡ଼ିଲେ ବ୍ୟବସାୟୀ

ବାରିପଦା ଅଫିସ,୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଅଧୀନ ୧୫ନଂ.ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।…

4 years ago

ସନ୍ଦେହ କରି ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା

କପ୍ତିପଦା,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶରତ ଥାନା ଅଧୀନ କାଠଚୁଆ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ନିଜ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା ପରେ ମୃତଦେହ…

4 years ago

ଶିଶୁ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ନାବାଳିକା ମା’ଙ୍କ ଜୀବନ

ଜି.ଉଦୟଗିରି,୭ା୧୦(ଡି.ଏନ୍‌.ଏ.): ଜି.ଉଦୟଗିରି ସେବା ସଦନରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ନାବାଳିକା ବୁଧବାର ରାତିରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା…

4 years ago