ଆମ ଜିଲା ଖବର

ଉଠାଇ ନେଲେ ଗହଣା ବାକ୍ସ

ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା…

4 years ago

ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି।…

4 years ago

୫ କି.ମି. ରାସ୍ତା ପାଇଁ କଟା ଯିବ ୬୦ ଗଛ

ଛତ୍ରପୁର,୧୪।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହରିଡାଖଣ୍ଡି-ବେଲପଡ଼ା ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କରାଯିବ। ଏଥିଲାଗି ୬୦ଟି ଗଛ କଟାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏତେ ସଂଖ୍ୟକ ଗଛ କଟାଯିବାକୁ…

4 years ago

ଆମ୍ବଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର

ରାଇକିଆ,୧୪ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ…

4 years ago

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍‌ ଭାଙ୍ଗି ନେଇଗଲେ…

ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍‌ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର ଲୁଗା…

4 years ago

ପୂର୍ବତନ ସରପଞ୍ଚ ହତ୍ୟା ମାମଲା: ୫ ଗିରଫ

ବ୍ରହ୍ମପୁର ଅଫିସ,୧୪ା୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ବ୍ରହ୍ମପୁର ବଡ଼ବଜାର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ…

4 years ago

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଲହଡି…

4 years ago

ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍‌

ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ହାତୀଦାନ୍ତ…

4 years ago

କେସିଙ୍ଗାରେ ଅପରାଜିତା ଷଡ଼ଙ୍ଗୀ: ରାସ୍ତାକଡ଼ ଲୋକଙ୍କୁ ପଚାରି ବୁଝିଲେ ସୁଖଦୁଃଖ

କେସିଙ୍ଗା,୧୪।୧୧(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର କଳାହାଣ୍ଡି ଜିଲା କେସିଙ୍ଗା ଗସ୍ତ କରିଛନ୍ତି। ସେ କେସିଙ୍ଗା ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ଭାଜପା ପକ୍ଷରୁ ସ୍ବାଗତ…

4 years ago

ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ ଅଞ୍ଚଳର…

4 years ago