ମାଲକାନଗିରି,୨୮ା୯ (ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ…
ନବରଙ୍ଗପୁର, ୨୮।୯ ( ବି.ପ୍ର.): ଚଳିତ ମାସ ୩୦ ଓ ଅକ୍ଟୋବର ୧ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ବଚ୍ଛତା ସମାରୋହରେ ଭାଗନେଇ ନିଜର ପ୍ରକଳ୍ପ ପ୍ରଦର୍ଶନ…
ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ…
ରାୟଗଡା ଅଫିସ, ୨୮।୯: ଓଡ଼ିଶା ପ୍ରଦେଶ କଂଗେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ରାୟଗଡ଼ର ଜିଲା ଗସ୍ତରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ…
କୋଡିଙ୍ଗା,୨୮।୯(ଡି.ଏନ୍.ଏ.): ସାଦା ପୋଷାକରେ ଯାଞ୍ଚ କରିବା ୨ ଅବାକରୀ କନଷ୍ଟେବଲଙ୍କୁ ପଡ଼ିଲା ମହଙ୍ଗା। ମଦ ଚୋରାଚାଲାଣ ସନ୍ଦେହରେ ଦମ୍ପତିଙ୍କ ଗାଡିକୁ ପିଛା କରି ଓ ଯାଞ୍ଚ କରିବାବେଳେ…
ବେଗୁନିଆ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ହୋଇଥିବା ଧାନ ଫସଲରେ ରୋଗ ଓ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଯୋଗୁ କ୍ଷେତରେ ହେକ୍ଟର ହେକ୍ଟର ଧାନ…
ରାୟଗଡ଼ା ଅଫିସ, ୨୮।୯: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ ଗସ୍ତକରି ମଙ୍ଗଳବାର ସ୍ଥାନୀୟ…
ଭାପୁର,୨୮ା୯(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ପ୍ରାୟ ଦେଢବର୍ଷ ହେବ ବିଭିନ୍ନ ଦୁର୍ନୀତି ହୋଇଛି ା ଏକାଧିକ ଦୁର୍ନୀତି ସାମ୍ନାକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ଆଖି…
ଓଡ଼ଗାଁ,୨୮ା୯(ସ୍ବ.ପ.): ଓଡ଼ଗାଁ ବ୍ଲକ ଅଧୀନ ବିଭିନ୍ନ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଛି ା ଯୋଗାଣକାରୀ ସଂସ୍ଥା ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ…
ନୟାଗଡ଼ ଅଫିସ,୨୮।୯: ଜିଲା ପରିଷଦର ସମ୍ମିଳନୀ କକ୍ଷ ସୃଜନରେ ମଙ୍ଗଳବାର ଜିଲା ଉନ୍ନୟନ କୋର୍ଡିନେଶନ ଆଣ୍ଡ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ…