ରାୟଗଡ଼ା ଅଫିସ,୩ା୧: ମାଓବାଦୀଙ୍କ ନାଁରେ ଜଣେ ମିଲ୍ ମାଲିକଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରିଛି।…
ପାପଡ଼ାହାଣ୍ଡି,୨।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି।…
ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍ସାରର ଏକ ଡାକ୍ତରୀ ଟିମ୍ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍ ଗ୍ରୁପ୍ରେ ସଂକ୍ରମଣ ବୃଦ୍ଧିକୁ ନେଇ ଗବେଷଣା…
କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଡିଭିଜନ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନ ବାରବାଙ୍କ ଜଙ୍ଗଲରେ ରବିବାର ଏକ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ବ୍ୟଚ୍ଛେଦ ରିପୋର୍ଟ ଯାଞ୍ଚ…
ଖୋର୍ଦ୍ଧା ଅଫିସ,୩।୧: ଚିଲିକାର ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ମଙ୍ଗଳବାର ସକାଳ ୬ଟାରୁ ୧୧ଟା ସମୟ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ…
ଦାରିଙ୍ଗବାଡ଼ି,୩।୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ…
ରାଉରକେଲା ଅଫିସ,୩।୧: ରାଉରକେଲା ଏନ୍ଆଇଟିରେ ୩ ଜଣ ଛାତ୍ରୀଛାତ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି। ସମସ୍ତଙ୍କୁ…
ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ…
ନବରଙ୍ଗପୁର,୩।୧(ଡି.ଏନ୍.ଏ.): ନବରଙ୍ଗପୁର ଏସ୍ବିଆଇ ମୁଖ୍ୟ ଶାଖା ୪୮ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଏସବିଆଇ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କୋଭିଡ୍ ସଂକ୍ରମଣ ହେବା ପରେ ଜିଲାପାଳଙ୍କ…
ବଲାଙ୍ଗୀର ଅଫିସ,୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମହାବିକ୍ଷୋଭ ପ୍ରଦର୍ଶନ…