ଆମ ଜିଲା ଖବର

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।…

4 years ago

୪୨ ବର୍ଷରେ ନାଲ୍‌କୋ ଆଜି ପ୍ରତିଷ୍ଠା ଦିବସ

ବଅଁରପାଳ,୭।୧(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ କମ୍ପାନୀ ୪୨…

4 years ago

୬୩ ଲକ୍ଷ କାମ: ୬ ମାସ ନ ପୂରୁଣୁ ପୁଣି ୨୪ ଲକ୍ଷ

ପଟ୍ଟାମୁଣ୍ଡାଇ,୭ା୧ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଦଶ ହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୩ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ପୂର୍ତ୍ତ…

4 years ago

ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ ମନ…

4 years ago

ଶାଶୁଘର ଭିତରକୁ ଗଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୬ା୧: ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦର ଅନ୍ତ ଘଟିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତପସ୍ବିନୀ ଗୁରୁବାର ରାତିରେ ଶାଶୁଘରେ ପ୍ରବେଶ କରିଛନ୍ତି…

4 years ago

ଜଳିଗଲା ଇ-ବାଇକ ଶୋ’ରୁମ୍‌

ଅମରପାଲି,୬।୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତ୍ରିବେଣୀ ଛକଠାରେ ଥିବା ସତ୍ୟନାରାୟଣ ଇ-ବାଇକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ନିଆଁଲାଗି ଶୋରୁମ୍‌ରେ ଥିବା ୨୧ଟି ନୂତନ ଇ-ବାଇକ ସହିତ ଅନ୍ୟାନ୍ୟ…

4 years ago

୨୩ କୋଟି ୫୫ଲକ୍ଷ ଟଙ୍କାର ନଷ୍ଟ ହେଲା ଗଞ୍ଜେଇ

ନୂଆଗଡ,୬ା୧(ଡି.ଏନ୍‌.ଏ.): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ପକ୍ଷରୁ ନୂଆଗଡ଼ ବ୍ଲକ ଅନ୍ତର୍ଗତ କିରାମା ପଞ୍ଚାୟତର ପେଡ଼ିକାପଦର ଗ୍ରାମାଞ୍ଚଳରେ ପ୍ରାୟ ୧୧୭.୭୫ ଏକର ଜମିରେ ବେଆଇନ ଭାବେ ୨ଲକ୍ଷ…

4 years ago

ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର

ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର ୧୬୪…

4 years ago

ଓମିକ୍ରନ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଡୁଙ୍ଗୁରିପାଲିରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ବଲାଙ୍ଗୀର ଅଫିସ,୬ା୧: ରାଜ୍ୟର ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ବଲାଙ୍ଗୀର ଜିଲାର ବୋଲି ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଆଗଲପୁର…

4 years ago

ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ…

4 years ago