ଆମ ଜିଲା ଖବର

ଭାଲୁ ଆକ୍ରମଣରେ ୧୦ ଆହତ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାଲବନ୍ଧ ସେକ୍ସନ ନହବେଡା, ତୁଳସୀପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପଳାଶପଙ୍ଗା ସେକ୍ସନରୁ ବାଲିବନ୍ଧ ସେକ୍ସନକୁ ଯାଉଥିବାବେଳେ ଅତର୍କିତ ବାଟରେ ଯାହାକୁ ପାରିଲା ତାକୁ…

4 years ago

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦାବି

କୋକସରା,୨୫ା୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କୋକସରା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ…

4 years ago

ଚଳନ୍ତା ବସ୍‌ରେ ଯାତ୍ରୀଙ୍କ ମୃତଦେହ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ସାରି ଫେରିବା ସମୟରେ ଘଟିଛି ଅଘଟଣ। ଚଳନ୍ତା ବସ୍‌ରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଭୁବନେଶ୍ୱର ଫୁଲନଖରା…

4 years ago

ବାହାଘରରେ ନାଚୁଥିବା ବେଳେ ଟଳିପଡ଼ିଲେ ଯୁବକ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ବାହାଘରରେ ନାଚୁ ଥିବାବେଳେ ହଠାତ୍‌ ଆସିଲା ମୃତ୍ୟୁ। ଗାଁରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡ଼ା ଗ୍ରାମରେ ବୁଧବାର ଘଟିଛି…

4 years ago

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ

ରାଇକିଆ,୨୫ା୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛଳ…

4 years ago

ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ

ସିମୁଳିଆ,୨୫ା୧(ଡି.ଏନ୍‌.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ…

4 years ago

ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି ହତ୍ୟା…

4 years ago

ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ୨ ଫେରାର

ବଡ଼ବିଲ,୨୫ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ,…

4 years ago

ମାଓବାଦୀଙ୍କ କବଳରୁ ମୁକ୍ତ ହୋଇ ବିଜୟ ଉତ୍ସବ ପାଳିଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୨୫ା୧(ଡି.ଏନ୍‌.ଏ.): ଆସନ୍ତାକାଲି ପାଳନ ହେବ ୭୪ତମ ସାଧାରଣତନ୍ତ୍ର ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା…

4 years ago

୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ

ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ…

4 years ago