ପୁରୀ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଭକ୍ତମାନେ ଅପରାହ୍ନ ପ୍ରାୟ ୩ରୁ ୪ଘଣ୍ଟା ଧରି…
ସୋରଡା ,୧୦।୧: କବିସୂର୍ଯ୍ୟନଗର ଥାନା ଆଇଆଇସି ପ୍ରଭାତ ସାହୁଙ୍କ ନାମରେ କେହି ଜଣେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ଥିବା ଜଣାପଡିଛି। ଏନେଇ ଆଇଆଇସି ସାହୁ ଲୋକଙ୍କୁ…
କଟକ ଅଫିସ,୧୦।୧: କଟକର ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ କଟକ ସହରରେ ଥିବା ସମସ୍ତ ସରକାରୀ ଏବଂ…
ବାରିପଦା ଅଫିସ,୧୦।୧: ମୟୂରଭଞ୍ଜ ଜିଲା କପ୍ତିପଦା ଉପଜିଲାପାଳଙ୍କ ମନମୁଖି କାର୍ଯ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ମଙ୍ଗଳବାର କପ୍ତିପଦା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ବ୍ଳକ ପ୍ରତିନିଧି…
ଦେବଗଡ଼, ୧୦।୧(ଡି.ଏନ୍.ଏ.): ଦେବଗଡ଼ର ଭାଜପା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମର୍ଥକମାନେ ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ…
ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ…
ବରଗଡ଼ ଅଫିସ୍,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ…
ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା,୧୦।୧(ଡି.ଏନ.ଏ.): କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ମାଲକାନଗିରି…
ଭବାନୀପାଟଣା,୧୦।୧(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ୩ ଦିନ ଧରି ଚାଲିଥିବା ବ୍ଲକ ଏବଂ ଏନ୍ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଯାପିତ ହୋଇଯାଇଛି। ଜୁନାଗଡ଼ ନଗରପାଳ…
ଗୁଣପୁର,୧୦।୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ହୋଇଥିବା ୱାନ୍ସିସିକୁ ଏସ୍ଡିଜେଏମ୍ ଖାରଜ କରି ଦେଇଛନ୍ତି। ହେଲେ ଅଭିଯୋଗକାରିଣୀ ଗୁଣପୁର…