ନୂଆଗାଁ,୨୪।୧୨ ( ଧନେଶ୍ୱର ସାହୁ)ପ୍ରତି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ସରକାର କହୁଛନ୍ତି । ହେଲେ ତାହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି…
ବଡ଼ବିଲ,୨୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟ ସଡ଼କପଥ ପାର୍ଶ୍ୱ ଦେଇଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ୍ ଫାଟି ପାଣି ନଷ୍ଟ ହେଉଛି। ପାନୀୟ ଜଳ ସଙ୍କଟକୁ ଦୂର…
କେନ୍ଦୁଝର,୨୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥ ପଟାଟାଙ୍ଗର ଛକରେ ଶନିବାର ଏକ ୧୦ ଚକିଆ ଟ୍ରକ୍ ଚାପି ଦେବାରୁ ଘଟଣାସ୍ଥଳରେ…
ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି…
ଯାଜପୁର,୨୩ା୧୨: ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଶନିବାର ଜେଲ୍ ଯାଇଛନ୍ତି। ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ରିମାଣ୍ଡ ଅବଧି ସରିବା…
ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଚାପାରେ ଗୁରୁତର…
କଟକ,୨୩।୧୨: କଟକ ଏସ୍ସିବି ମେଡିକାଲକୁ ରାଜ୍ୟ ଔଷଧ ନିଗମରୁ ଆଉ ସିରିଞ୍ଜ ଯୋଗାଣ ହେଉନାହିଁ । ଏ ନେଇ ଡାକ୍ତରଖାନାର ବିଭିନ୍ନ ୱାର୍ଡ ସମେତ ନିଦାନ କେନ୍ଦ୍ର,…
କୋରାପୁଟ,୨୩ା୧୨(ଅମିତାଭ ବେହେରା): ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ…
ଗୁଣୁପୁର ୨୩।୧୨: ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ଗତ ୩ ତିନି ଦିନ ହେବ…
ଛତ୍ରପୁର,୨୩।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଶନିବାର ଏକ ପାଣି ଟ୍ୟାଙ୍କର ଓଲଟି ପଡିଛି। ଫଳରେ ଟ୍ୟାଙ୍କର…