ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ୧୪ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ନୂଆବେଡ଼ା ଗ୍ରାମର ବିଜୟ କୁମାର ବାରିକ (୨୧)ଙ୍କୁ…
ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ହାତଗୋଡ଼ ବାନ୍ଧି ଟ୍ରେନ୍ ଲାଇନ୍ରେ ପକାଇଦେଲେ ପରିବାର ଲୋକେ
ଜୟପୁର,୪ା୨: ରାଜସ୍ଥାନର ଭରତପୁର ଜିଲାର ବୟାନା ଥାନା ପୋଲିସ ଅଞ୍ଚଳର ଶେରଗଡ଼ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ପରିବାର ସଦସ୍ୟ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ…
ବିଚ୍ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ
ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ। ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା ଓ…
୨୦୧୮ରେ ପୋଲିସ ଏନ୍କାଉଣ୍ଟର ମାମଲା: ଅପରାଧୀ ବୁଦ୍ଧିଆଙ୍କୁ ୭ ବର୍ଷ କାରାଦଣ୍ଡାଦେଶ
କଟକ,୩ା୨(କାର୍ତ୍ତିକ ସାହୁ): ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା ଏନ୍କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ ସ୍ଥାନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀ ବୁଦ୍ଧିଆ ଓରଫ ତ୍ରିଲୋଚନ ନାୟକଙ୍କୁ…
ସ୍କୁଲରୁ ଫେରିବା ସମୟରେ ନାବାଳିକାଙ୍କୁ ବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା
କଟକ,୩୧ା୧(କାର୍ତ୍ତିକ ସାହୁ): ମାଲଗୋଦାମ ଥାନା ଅଞ୍ଚଳର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ଏବେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ନ୍ୟାୟ ପାଇଁ ଲଢ଼େଇ ପରିବାର ଅନୁଷ୍ଠାନର ରାଜ୍ୟ ସଭାପତି ସୁବ୍ରତ କୁମାର…
ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସ୍ବାମୀ
ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଛି। ଏହା ଏକ ହତ୍ୟା ଘଟଣା ବୋଲି ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ହତ୍ୟାର ଶିକାର…
ବେଆଇନ ସିମ୍ କାରବାରରେ ୪ ଗିରଫ
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସାଇବର ପୋଲିସ ମୋବାଇଲ ସିମ୍ କାରବାର ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମସ୍ତେ ଘସିପୁରା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ବିଭିନ୍ନ ଲୋକଙ୍କୁ…
ବାନ୍ଧବୀଙ୍କ ସହ ଟ୍ରେନ୍ରେ ଖସି ପଳାଉଥିଲେ ଦିଲ୍ଲୀ ଅଭିଯୁକ୍ତ, ଧରିଲା ଆର୍ପିଏଫ୍
କଟକ,୨୪ା୧(କାର୍ତ୍ତିକ ସାହୁ): ଦିଲ୍ଲୀରେ ଘଟିଥିବା ୫୦ ଲକ୍ଷ ଟଙ୍କା ଚୋରି ମାମଲାର ଓ୍ବାଣ୍ଟେଡ୍ ଅଭିଯୁକ୍ତଙ୍କୁ କଟକ ରେଳଷ୍ଟେଶନରେ ବୁଧବାର ଗିରଫ କରିଛି ଆର୍ପିଏଫ୍। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ରୁ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୁକ୍ତଙ୍କୁ ତାଙ୍କ ବାନ୍ଧବୀ ସହ ଠାବ କରିବାରେ…
ନାବାଳିକା ବଳାତ୍କାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ ଶରତ ପାତ୍ର(୫୦)ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ…
ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଗତ ବର୍ଷ ୧୯ ଜୁନ୍ରେ ସଂଘବଦ୍ଧ ଆକ୍ରମଣରେ ଇଟାଭାଟିରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳ ଗୁରୁତର ହୋଇଥିଲେ। ଗୁରୁତର ଜଣଙ୍କ କୋଳିଦାସପୁର ଗ୍ରାମର ପୀତାମ୍ବର ଦଳାଇ। ଘଟଣାର ଦୀର୍ଘ ୭ମାସ ପରେ ଘଟଣାର…
ବିଭିନ୍ନ ସ୍ଥାନରେ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ
ବାଲେଶ୍ୱର,୧୮ା୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳରେ ଥିବା ବ୍ୟାଙ୍କର ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଅଭିଯୋଗରେ ବାଲେଶ୍ୱର ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ କୁମାର ଜେନା, କାଳିନ୍ଦୀ ବୈଇଠା,…
ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କଲେ ଦିଅର
ବାରିପଦା,୧୮ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ମହିଳାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ନେଇ ମୃତକାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଜଣକ…
Archives


