ଅପରାଧ

ମାର୍ବଲ ମିସ୍ତ୍ରୀଙ୍କଠାରୁ ଲୁଟ୍‌, ପୋଲିସ ଗୋଡ଼ାଇବାରୁ ୩ ବାଇକ୍‌ ଛାଡ଼ି ୪ ଦୁର୍ବୃତ୍ତ ଫେରାର

ସୋରଡ଼ା,୧୫ା୧୧(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଡକାୟତ ଦଳ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି। ବୁଧବାର ଅପରାହ୍ନରେ ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କୀଟୁ ଗଉଡ ନାମକ ଯୁବକ ନିଜର ୧୮ ଦିନ ହେଲା...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ,୧୫ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ବୁଧବାର ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ...

ଗାଁରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଥିଲେ ବାପ-ପୁଅ, ବାନ୍ଧିଲା ପୋଲିସ

ଗୋପାଳପୁର,୧୫ା୧୧(ନବୀନରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଗ୍ରାମରେ ଦେଶୀ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିବା ମାମଲାରେ ସ୍ଥାନୀୟ ପୋଲିସ ବାପ-ପୁଅ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ...

ଫ୍ଲିପ୍‌କାର୍ଟ ଅଫିସରେ ପଶି ଦୁର୍ବୃତ୍ତମାନେ ବନ୍ଧୁକମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍‌କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର ସ୍ଥିତ ଫ୍ଲିପ୍‌କ୍ଲାର୍ଟ ଅଫିସରେ ଘଟିଛି। ସୋମବାର ଏହି ଦୁଇ ଦୁର୍ବୃତ୍ତ ଏକ...

ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ

କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ...

କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ...

ବର୍ଷେ ଧରି ନାବାଳକଙ୍କ ଛାତ୍ରଙ୍କୁ ଯୌନ ଶୋଷଣ କରିଆସୁଥିଲେ ହଷ୍ଟେଲ ରୋଷେୟା, ବାନ୍ଧିଲା ପୋଲିସ

ମୋରଡ଼ା,୯ା୧୧(ସ୍ମାରକ ମାଜୀ): ନାବାଳକ ଛାତ୍ରଙ୍କୁ ହଷ୍ଟେଲର ଜଣେ ରୋଷେୟା ଦୀର୍ଘ ୧ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ବନ୍ଧା ହେବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ଧାତିକା ସରକାରୀ...

ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ ଯୁବକ, ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ପରିବାର ଲୋକେ

ଛତ୍ରପୁର,୯ା୧୧(ଦିଲ୍ଲୀପ କୁମାର ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଅଞ୍ଚଳରେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଗତ ୫ ତାରିଖରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ...

ଲାଇଭ୍‌ଷ୍ଟ୍ରିମ୍‌ ସମୟରେ ଆଙ୍କରଙ୍କୁ ହତ୍ୟା

ମାନିଲା,୬ା୧୧: ଲାଇଭଷ୍ଟ୍ରିମ୍‌ ସମୟରେ ଜଣେ ରେଡିଓ ଆଙ୍କରଙ୍କୁ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ଭିତରେ ପଶି ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟ, ରବିବାର ଫିଲିପାଇନ୍ସରେ ଏକ ଫେସ୍‌ବୁକ୍‌ ଲାଇଭ୍‌...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଅନ୍ତସତ୍ତ୍ୱା କରିଥିଲେ ଯୁବକ: ଏବେ ୨୦ ବର୍ଷ ଭୋଗିବେ ଜେଲ୍‌ଦଣ୍ଡ

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ...

ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍‌ଭିଶ

ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍‌ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍‌ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ...

ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ

ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri