OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୩ା୮: ଓଏସ୍ଆର୍ଟିସି ଚିଫ୍ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି।…
ଟଙ୍କରାମ ହତ୍ୟା ମାମଲା: ୨ ପୁଅଙ୍କ ସହ ବାପାଙ୍କୁ ଆଜୀବନ କାରାଦଣ୍ଡ
ଲୋଇସିଂହା,୨୩ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ପଞ୍ଚାୟତ ବଞ୍ଜାରି ଗ୍ରାମର ଟଙ୍କରାମ ପାଣ୍ଡେ ହତ୍ୟା ମାମଲାର ବଲାଙ୍ଗୀର ସେସନ କୋର୍ଟ ବିଚାର ପତି ଡ. ପବିତ୍ରମୋହନ ସାମଲ ଗୁରୁବାର ଶୁଣାଣି କରି ୩ ଅଭିଯୁକ୍ତଙ୍କୁ ଆଜୀବନ…
ଜେଲ୍ରେ ବଡ଼ ଧରଣର ଚଢ଼ାଉ, ଜେଲର୍ଙ୍କ ସହ ମିଶି ବନ୍ଦୀମାନେ କରୁଛନ୍ତି…
ବଲାଙ୍ଗୀର,୨୩ା୮(ସୁନୀଲ କୁମାର ମହାନ୍ତି): ଶୁକ୍ରବାର ସକାଳୁ ବଲାଙ୍ଗୀର ଜିଲା କାରାଗାରରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରଯାଇଛି। ଜେଲ୍ ଭିତରେ ବନ୍ଦୀମାନେ ଗ୍ୟାଙ୍ଗଓ୍ବାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ଖବର ଆସିବା ପରେ ଶୁକ୍ରବାର ବଲାଙ୍ଗୀର ଏସ୍ପି…
ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼, ଅସଦାଚରଣ ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା
ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମାଡ଼ ମାରିବା ସହ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ…
ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ୍ରୁ ମିଳିଲା ବିଡ଼ାବିଡ଼ା ଟଙ୍କା, ଭିଡିଓ ଦେଖିଲେ…
ଢେଙ୍କାନାଳ,୨୨ା୮: ଢେଙ୍କାନାଳ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ଘରେ ଗୁରୁବାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ଭିଜିଲାନ୍ସକୁ ଦେଖି…
ଗିରଫ ହେଲେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ
କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗତକାଲି ପ୍ରଦୀପଙ୍କ ଘର, ଅଫିସ ସହିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏହି…
ବିଧବାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲେ ଯୁବକ
ଆଠଗଡ଼,୧୭ା୮: କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଶନିବାର ଏକ ଅଭାବନୀୟ କାଣ୍ଡ ଘଟିଛି। ବିଧବାଙ୍କୁ ଜଣେ ଯୁବକ ହତ୍ୟା କରିବା ପରେ ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି। ତେବେ ଉକ୍ତ ଯୁବକ ଜଣକ ବିଧବା ମହିଳାଙ୍କ ଘରେ…
ରାଜଧାନୀରେ ୭ ସିମ୍ ବକ୍ସ ଠାବ, ଫ୍ରଡ୍ କଲ୍ ପାଇଁ ହେଉଥିଲା ବ୍ୟବହାର
ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ…
ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୧୬ା୮: କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁବନେଶ୍ୱରର ଲିଙ୍ଗିପୁର…
ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ…
ଲୁହା ରଡ୍ ଚୋରି କରି ୫ କୋର୍ଟ ଚାଲାଣ
ଥୁଆମୂଳ ରାମପୁର,୧୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ପଞ୍ଚାୟତ ଅଧୀନରେ ଥିବା ମେଘା ଉଠା ପାନୀୟ ଜଳଯୋଗାଣ କ୍ୟାମ୍ପ୍ଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁହାରଡ୍ ଚୋରି ଘଟଣାକୁ ନେଇ ସୋମବାର ଥୁଆମୂଳ ରାମପୁର ଥାନାରେ ବିଭାଗୀୟ…
ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଗୋପାଳପୁର,୧୨ା୮(ନବୀନ ରାଜ ଆଚାରୀ): ବେଶ୍ କିଛି ଦିନର ନୀରବତା ପରେ ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅଞ୍ଚଳରେ ମୁଣ୍ଡ ଟେକିଛନ୍ତି ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ଏଟିଏମ୍କୁ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।…
Archives


