୨ ଜୁଆଆଡ୍ଡା ଉପରେ ଚଢ଼ାଉ: ଘରମାଲିକଙ୍କୁ ପୋଲିସର ଜେରା, ୩୧ ଗିରଫ
ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ପୋଲିସ ୮ଟି ବାଇକ୍, ୨୪ଟି ମୋବାଇଲ ଜବତ କରାଯାଇଥିବା ବାଲିଗୁଡ଼ା ଏସ୍ଡିପିଓ…
ବରଗଡ଼ରେ ବଡ଼ ଆକ୍ସନ: ଡ୍ରଗ୍ସ ବିଭାଗ ଜବତ କଲା…
ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ)- ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ଖାଇ ୯଼ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ଓଡିଶା ସରକାର ମଧ୍ୟ ଆକ୍ସନ ମୋଡରେ ରହିଛି । ରାଜ୍ୟର ଏହି ଔଷଧ…
ଏଟିଏମ୍ରୁ ଟଙ୍କା ଉଠାଇ ଫେରୁଥିଲେ, ପିଛା କରି ଅଟକାଇଲେ ୩ ଯୁବକ; ରକ୍ତାକ୍ତ କରି…
ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ରାତିରେ ଲୁଟେରା ଆତଙ୍କ। ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଶନିବାର ରାତିରେ ଜଣେ ଯୁବକଙ୍କୁ ତିନି ଜଣ ଲୁଟେରା ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଛଡାଇ ନେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ…
ଜାରକା ଅଞ୍ଚଳରେ ମାତିଛନ୍ତି ଚୋର: ସିରିଜ ଚୋରି ପରେ ବି ପୋଲିସ ହାତ ଖାଲି
ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଅଞ୍ଚଳରେ ମାତିଛନ୍ତି ଚୋର। ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟି ନେଉଛନ୍ତି ସବୁକିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ନିକଟସ୍ଥ ଜାମୁବଣିଆ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଲା ଓ…
ପୋଲିସ SI ପରୀକ୍ଷା ପୂର୍ବରୁ ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ, ବଡ଼ ଖୁଲାସା…
ଗୋପାଳପୁର,୧।୧୦(ନବୀନ ରାଜ ଆଚାରୀ): ରାଜ୍ୟରେ ପୋଲିସ ଏସ୍ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ…
ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…
ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ,…
ହଜିଥିବା ୩୦ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ, ପୋଲିସର କାର୍ଯ୍ୟକୁ କଲେ ପ୍ରଶଂସା
ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସ୍ପି ରଞ୍ଜନ କୁମାର ଦେ ହଜି ଯାଇଥିବା ଫୋନ୍ଗୁଡିକୁ…
ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ
ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ…
ଜେଲ୍ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ
ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ…
ବ୍ୟବସାୟୀଙ୍କ ଘରୁ ଜବତ ହେଲା ଟ୍ରିପ୍ ଟ୍ରିପ୍ ବିସ୍ଫୋରକ ବାଣ
ଜୟପାଟଣା,୨୫ା୯(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ପୋଲିସ ଓ ଜୟପାଟଣା ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ଜୟପାଟଣା ଜନୈକ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। କଳାହାଣ୍ଡି ଏସ୍ପି ନାଗରାଜ ଦେବର କୋଣ୍ଡାଙ୍କ ସ୍ବତନ୍ତ୍ର ଟିମ୍…
ବାପାମା’ ଘରେ ନ ଥିଲେ, ନାବାଳିକାଙ୍କୁ ମୋବାଇଲ୍ରେ ଅଶ୍ଳିଳ ଭିଡ଼ିଓ ଦେଖାଇ ବଳାତ୍କାର ଉଦ୍ୟମ; ଅଭିଯୁକ୍ତ…
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୫ମ ଶ୍ରେଣୀ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଘରେ ପଶି ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍ଆଇ ଜ୍ୟୋତି ରଞ୍ଜନ…
ରାଜଧାନୀ ରାଜରାସ୍ତାରେ ଅପହରଣ ଉଦ୍ୟମ: ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ, ଏବେ…
ଭୁବନେଶ୍ୱର,୨୪।୯: ରାଜଧାନୀ ରାଜରାସ୍ତାରେ ଅଭାବନୀୟ ଘଟଣା। ଅପହରଣ କରିବାକୁ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ। ତାଙ୍କ ମୁଣ୍ଡ ସହ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ…
Archives


