ଅପରାଧ

ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ୩ ଗିରଫ

ଭୁବନେଶ୍ୱର,୧୪।୪ (ବ୍ୟୁରୋ): ମୋଟରସାଇକେଲରେ ପଛରୁ ଆସି ହାତରୁ ମୋବାଇଲ ଫୋନ୍‌ ଝାମ୍ପିନେଇ ଫେରାର ହୋଇଯାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶହୀଦନଗର ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର…

ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ଶାସକ ଦଳର ଜଣେ ମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ ଆସିଛି। ଭୁବନେଶ୍ୱର ମହିଳା ଥାନାରେ ନିଜ ଦଳର ଜଣେ ନେତ୍ରୀ ଗୁରୁବାର ମନ୍ତ୍ରୀଙ୍କ ବିରୋଧରେ ଏହି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ…

ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ସଦର ଥାନା ଅନ୍ତର୍ଗତ…

ଘଟଗାଁରେ ନେପାଳୀ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

କେନ୍ଦୁଝର,୧୨ା୪(ସ୍ବ.ପ୍ର.): କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ପୁଅକୁ ବାପା କୁଞ୍ଜ ବାହାଦୂର ଲାମା(୪୦) ଜଗି ରହିଥିଲେ। ରାତି ବସ୍‌ରେ କଟକରୁ କେନ୍ଦୁଝର ଆସୁଥିବା ସମୟରେ ଘଟଗାଁରେ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଢାଙ୍କୁଣିଡିହି ନିକଟରେ ୧୧ ତାରିଖ ସନ୍ଧ୍ୟାରେ…

ପୋଲିସକୁ ଚକ୍‌ମା ଦେଇ ବାବା ବେଶରେ ରହୁଥିଲେ

କଟକ ଅଫିସ,୧୦ା୪: ପୋଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିଲେ ହତ୍ୟା ଅଭିଯୁକ୍ତ। ଗିରଫଦାରିରୁ ବର୍ତ୍ତିବା ପାଇଁ ବାବା ବେଶରେ ରହୁଥିଲେ। ଦାଢ଼ି ରଖୁଥିଲେ ଆଉ ଗେରୁଆ ବସ୍ତ୍ର ପିନ୍ଧୁଥିଲେ। ନିଜକୁ ମହିମା ଅଲେଖ ଧାର୍ମିକ ଅନୁଷ୍ଠାନର ଜଣେ ସନ୍ଥ ଭାବେ…

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନସନ…

ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍‌

ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ…

୩୦ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବାଲିକୁଦା,୭ା୪(ସ୍ବ.ପ୍ର.): ୩୦ ବର୍ଷ ଧରି ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ବାଲିକୁଦା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ (ଫୁଲବେଲାରୀ) ଗଁାର…

ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ବାମୀଙ୍କ ଆକ୍ରମଣ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେଶନ ରୋଡ୍‌ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ ୨୧୩/୨୩ରେ ପୋଲିସ ସ୍ବାମୀ, ଶାଶୁ…

ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା ପାଇଁ ନାକା ଗେଟ୍‌ ନିକଟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା

କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ ପଣ୍ଡ…

ଭାଇଙ୍କୁ ପିଟି ହତ୍ୟା କଲେ ଭାଇ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି ମଝିଆ ଭାଇ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ନେହୁରନଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri