ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା
ଭୁବନେଶ୍ୱର/ଭଦ୍ରକ,୨୩ା୬(ସତ୍ୟଜିତ ରାଉତ/ସନାତନ ରାଉତ): ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଛି। ଭୁବନେଶ୍ୱର, ନବରଙ୍ଗପୁର ସମେତ ଭଦ୍ରକର ବହୁଦରଡ଼ା ଗ୍ରାମର ବାସଭବନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍ରେ ଆସି ସୁନା ଚେନ୍ ଓ ବ୍ରେସଲେଟ୍ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ…
ଠିକାଦାରଙ୍କୁ ଗୁଳିକରି ହତ୍ୟା
ଖୋର୍ଦ୍ଧା ଅଫିସ/ନିରାକାରପୁର,୧୯ା୬(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଚଣ୍ଡେଶ୍ବର ଛକରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ(୪୮)। ପୂର୍ବ…
ସ୍ତ୍ରୀଙ୍କୁ ଛାତରୁ ଠେଲିଦେଲେ ସ୍ବାମୀ, ଡାକ୍ତରଖାନାରେ ଭର୍ତ୍ତି
ଲକ୍ଷ୍ନୌ,୧୮ା୬: ଉତ୍ତରପ୍ରଦେଶର ଚିତ୍ରକୂଟରେ ଏକ ବିବାହ ସମାରୋହକୁ ବରଯାତ୍ରୀରେ ଆସିଥିବା ଯୁବତୀଙ୍କୁ ରଙ୍ଗ ଲଗାଇବା ପାଇଁ ସ୍ତ୍ରୀ ମନା କରିବାରୁ ସ୍ବାମୀ ରାଗରେ ସ୍ତ୍ରୀଙ୍କୁ ଛାତ ଉପରୁ ଠେଲି ଦେଇଛନ୍ତି। ଏହି ଘଟଣା ମାଣିକପୁର ଥାନା ଅଧୀନସ୍ଥ ଅଣ୍ଟାଡିହ ଗାଁରେ ଦେଖିବାକୁ…
ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ
କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ, ଛୁରି,…
ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା
ପାଟନା,୧୭ା୬: ବିହାରର ଗୋପାଳଗଞ୍ଜରେ ଅପରାଧୀମାନେ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଯୁବତୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅପରାଧୀମାନେ ତାଙ୍କ ମୁହଁକୁ ଏସିଡ୍ରେ ପୋଡ଼ି ଦେଇଛନ୍ତି। ମହମ୍ମଦପୁର ଥାନା ଅନ୍ତର୍ଗତ ପାକଡ଼ି ଏବଂ ସୁପୌଲି ଗ୍ରାମ…
ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା
ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪…
ସାଢ଼େ ୪ ମାସରେ ୧୧ ପିସ୍ତଲ ଜବତ
ଢେଙ୍କାନାଳ,୧୬ା୬ (ରତନ ନାୟାର): କଥା କଥାରେ ଫୁଟୁଛି ଗୁଳି। ଅପରାଧୀମାନେ ଆପରାଧିକ କାର୍ଯ୍ୟ ଘଟାଇ ଛୁ’ ମାରୁଛନ୍ତି। ସେମାନେ କେଉଁଠାରୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ତାହାର ଟେର୍ କେହି ପାଇପାରୁନାହାନ୍ତି। ଗତ ସାଢ଼େ ୪ ମାସ ମଧ୍ୟରେ ଢେଙ୍କାନାଳ ଜିଲାରୁ ୧୧ଟି…
ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ
ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ…
ପୁଅର ଠେଙ୍ଗାମାଡ଼ରେ ବାପା ମୃତ, ମା’ ଗୁରୁତର
ଦେବଗଡ଼,୧୨ା୬(ଡି.ଏନ୍.ଏ.): ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁଚରଣ କିଷାନ(୫୦)। ରବିବାର ବିଳମ୍ବିତ ରାତିରେ ପୁଅ ତଥା ଅଭିଯୁକ୍ତ…
ଓଡ଼ିଶାରୁ ବଢ଼ୁଛି ଆଇଏସ୍ଆଇ ଲିଙ୍କ୍
ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍ର କେତେଜଣ କର୍ମଚାରୀ ହନିଟ୍ରାପ୍ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ…
ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ
ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ…
Archives


