ଅପରାଧ

ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କଲା ଶିଶୁ ମଙ୍ଗଳ କମିଟି

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଶିଶୁ ମଙ୍ଗଳ କମିଟି ବୁଧବାର ଜଣେ ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କରି ଓପନ ସେଣ୍ଟରରେ ରଖିଛି। ସଦର ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଗର୍ଭବତୀ କରିବା ପରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ସଂପୃକ୍ତ…

ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଭାଗର…

ନବବଧୂ ମୃତ୍ୟୁ ଘଟଣା: ଜେଲ୍‌ ଗଲେ ସ୍ବାମୀ, ଶାଶୁ-ଶ୍ୱଶୁର

ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ଜଣେ ନବବଧୂ l ଏନେଇ ଝିଅ ବାପଘର ପକ୍ଷରୁ ହୁମା…

୫ ମୋବାଇଲ ଜବତ, ଯୁବକ ଗିରଫ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିବା ପରେ ସେଗୁଡ଼ିକୁ କମ୍‌ ଟଙ୍କାରେ ବିକ୍ରି କରୁଥିବା ବେଳେ ଶହୀଦନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର…

ଟମାଟୋ କିଣାକୁ ନେଇ ଛୁରାମାଡ଼, ଦୁଇ ଗିରଫ

ଘସିପୁରା/ଆନନ୍ଦପୁର,୫ା୮(ନିରଞ୍ଜନ ସାହୁ/ସନ୍ତୋଷ ରାଉତ): ଘସିପୁରା ଥାନା ବାଲିପାଳ ହାଟ ପଡ଼ିଆରେ ଛୁରାମାଡ଼ ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୀତିନ ନାୟକ ଓରଫ ଫୁକୁନ ଓ ହାତୀ ଓରଫ ହରେକୃଷ୍ଣ ନାୟକ। ଶୁକ୍ରବାର…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ…

ପ୍ରେମ ଘଟଣାକୁ ନେଇ ହତ୍ୟା: ମହିଳାଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଜବତ, ୨ ଗିରଫ

ହିଞ୍ଜିଳିକାଟୁ,୨ା୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକଡ଼ାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମର ଏକ ଶଶ୍ମାନରୁ ରବିବାର ମାଟି ଖୋଳି ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତା ମହିଳା ଜଣକ ହେଲେ ଗଞ୍ଜାମ…

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଦୋଷୀ ସାବ୍ୟସ୍ତ

ବ୍ରହ୍ମପୁର,୩୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରେ ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ଏବଂ ଜିଲାପାଳ ଓ ଏସ୍‌ପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାର ୨୫ବର୍ଷ ପରେ ସୋମବାର ଚୂଡାନ୍ତ ରାୟ…

ସ୍ତ୍ରୀଙ୍କୁ ଆକ୍ରମଣ କରି ଯବାନ ଗିରଫ

ଆନନ୍ଦପୁର,୨୯ା୭(ସନ୍ତୋଷ ରାଉତ): ଆନନ୍ଦପୁର ପୌରପରିଷଦର ଫକୀରପୁରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗିରଫ ଯବାନ ଫକୀରପୁର ଗ୍ରାମର ଶରତ ଚନ୍ଦ୍ର ମୁଦୁଲି। ଶୁକ୍ରବାର ରାତିରେ…

ବାପପୁଅଙ୍କୁ ଆକ୍ରମଣ, ଜଣେ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୨୯ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଇଁଲା ସାରୀ ଗଣ୍ଡାପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ନେଇ ଗାତ ଖୋଳୁ ଥିବା ବେଳେ ବାପ,ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନାନୁସାରେ, ଅଇଁଲାସାରୀ ଗଣ୍ଡାପଡ଼ାରେ ଆବାସ ଯୋଜନା ଘର ତିଆରି…

ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ…

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗ ଜିପିଏଚ୍‌ (ସାଧାରଣ ଜନ ସ୍ବାସ୍ଥ୍ୟ ବିଭାଗ) ସେକ୍ସନ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri