ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଦୋଷୀ ସାବ୍ୟସ୍ତ
ବ୍ରହ୍ମପୁର,୩୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରେ ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ଏବଂ ଜିଲାପାଳ ଓ ଏସ୍ପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାର ୨୫ବର୍ଷ ପରେ ସୋମବାର ଚୂଡାନ୍ତ ରାୟ…
ସ୍ତ୍ରୀଙ୍କୁ ଆକ୍ରମଣ କରି ଯବାନ ଗିରଫ
ଆନନ୍ଦପୁର,୨୯ା୭(ସନ୍ତୋଷ ରାଉତ): ଆନନ୍ଦପୁର ପୌରପରିଷଦର ଫକୀରପୁରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବିଏସ୍ଏଫ୍ ଯବାନ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗିରଫ ଯବାନ ଫକୀରପୁର ଗ୍ରାମର ଶରତ ଚନ୍ଦ୍ର ମୁଦୁଲି। ଶୁକ୍ରବାର ରାତିରେ…
ବାପପୁଅଙ୍କୁ ଆକ୍ରମଣ, ଜଣେ କୋର୍ଟ ଚାଲାଣ
ଡୁଙ୍ଗୁରିପାଲି,୨୯ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଇଁଲା ସାରୀ ଗଣ୍ଡାପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ନେଇ ଗାତ ଖୋଳୁ ଥିବା ବେଳେ ବାପ,ପୁଅଙ୍କୁ ଆକ୍ରମଣ ହୋଇଛି। ସୂଚନାନୁସାରେ, ଅଇଁଲାସାରୀ ଗଣ୍ଡାପଡ଼ାରେ ଆବାସ ଯୋଜନା ଘର ତିଆରି…
ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ…
ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ
ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗ ଜିପିଏଚ୍ (ସାଧାରଣ ଜନ ସ୍ବାସ୍ଥ୍ୟ ବିଭାଗ) ସେକ୍ସନ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ…
ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ
କୋକସରା,୨୬ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଯାହାକୁ ସାତ ଜନ୍ମର ଜୀବନସାଥୀ କରିବାକୁ ହୋମନିଆଁରେ ଶପଥ ନେଇଥିଲେ ସ୍ବାମୀ ସେହି ଜୀବନସାଥୀଙ୍କୁ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ମାରି ଏବେ ଜେଲ୍ ହାଜତକୁ ଗଲେ ନୃଶଂସ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ…
ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍ଆଇ
ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ…
କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…
ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ
ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…
ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ
ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…
ଯୌତୁକ ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ
କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡ଼ା ପଞ୍ଚାୟତ ଦାବ୍ରିଗୁଡ଼ା ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାମାହା ନମ୍ବର ଓଡି ୦୮ ଏଲ୍ ୭୨୬୨କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଅଜଣା ଦୁର୍ବୃତ୍ତ…
କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ
ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍…
Archives


