କରୋନା ଭାଇରସ୍‌

ତୁର୍କୀ ବିଶ୍ୱକପ୍‌ ହିରୋ ରେକବର କରୋନାରେ ସଂକ୍ରମିତ

ଆଙ୍କାରା,୨୯ା୩ (ଏଏଫ୍‌ପି-ବାର୍ସିଲୋନାର ପୂର୍ବତନ ଗୋଲକିପର ତଥା ତୁର୍କୀ ଜାତୀୟ ଦଳର ପୂର୍ବତନ ଖେଳାଳି ରଷ୍ଟୁ ରେକବର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେକବର ୨୦୦୨ ଫୁଟବଲ୍‌ ବିଶ୍ୱକପ୍‌ରେ ଚମତ୍କାର ଗୋଲ କିପିଂ କରି ତୁର୍କୀକୁ…

ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଅନୁରୋଧ କଲା ଏୟାର ଇଣ୍ଡିଆ ପାଇଲଟ ସଂଘ

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏପରିସ୍ଥଳେ ସାମୟିକ ଭାବେ ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘ ପକ୍ଷରୁ ବିମାନ…

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରଛନ୍ତି। ବାଉଁଶରେ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି। ଯୁବଗୋଷ୍ଠୀଙ୍କ କହିବା କଥା ଉକ୍ତ…

ଫେରିବାକୁ ଚାହିଁ ବସିଛନ୍ତି ୭୮ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ ସମୟରେ ସବୁଠୁ ବେଶୀ ଅସୁବିଧାରେ ପଡିଛନ୍ତି ଦାଦନ ଶ୍ରମିକ । ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶତାଧିକ ଦାଦନ ଶ୍ରମିକ ଏବେ ଉଦ୍ଧାର ପାଇଁ…

ବିଦେଶ ଯାତ୍ରାରେ ନ ଯାଇ ବି ସ୍ପାଇସ୍‌ ଜେଟ୍‌ ପାଇଲଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ବିଦେଶରୁ ସ୍ବଦେଶ ଫେରିଥିବା ବହୁ ଭାରତୀୟଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟ ମାର୍ଚ୍ଚରେ କୌଣସି ବିଦେଶ ଉଡ଼ାଣ କରି ନ ଥିଲେ ମଧ୍ୟ କରୋନା…

୪ ମହାମାରୀ ଯୋଗୁ ଦୋହଲି ଯାଇଥିଲା ପୃଥିବୀର ଆର୍ଥିକ ସ୍ଥିତି !

ଓ୍ବାଶିଂଟନ,୨୯।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୦ ହଜାର ୮୭୩ ଛୁଇଁଛି। କରୋନାକୁ ମିଶାଇ ୪ ମହାମାରୀ ଯୋଗୁ ପୃଥିବୀର ଆର୍ଥିକ…

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ୭୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଏଠାରେ ୫୧ ଜଣ…

ଇଟାଲି ଚର୍ଚ୍ଚରେ କଫିନ୍‌ର ଲମ୍ବା ଲାଇନ

ରୋମ୍‌,୨୯।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଚାଇନାରେ ମୃତ୍ୟୁର ତାଣ୍ଡବ ରଚିବା ପରେ କରୋନା ଇଟାଲିରେ ମଧ୍ୟ ଘରେ ଘରେ ଆତଙ୍କ ସୃଷ୍ଟି କରିଛି। ସମ୍ପ୍ରତି ଇଟାଲିରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ଧାର୍ମିକ ପରମ୍ପରା ଅନୁସାରେ ଏଠାରେ…

ଦେଶର ସଙ୍କଟ ସ୍ଥିତିରେ ସରକାରଙ୍କ ସହିତ ଛିଡ଼ା ହୋଇଛି କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ସହିତ କଂଗ୍ରେସ ଦଳ ଛିଡ଼ା ହୋଇଛି ବୋଲି ରାହୁଲ ଗାନ୍ଧୀ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ କଂଗ୍ରେସ ଅତି…

କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର ଉପଯୋଗ ବେଶ୍‌ ସଫଳ ରହିଛି। ଚାଇନା ଏବଂ ଆମେରିକାର ଗବେଷକ ଏସମ୍ପର୍କରେ ସୂଚନା ଦେଇଛନ୍ତି।…

କରୋନା ସହାୟତା: କେଏସ୍‌ସିଏ ଦାନ କଲା ଏକ କୋଟି ଟଙ୍କା

ନୂଆଦିଲ୍ଲୀ,୨୯।୩(ପି.ଟି.)- କୋଭିଡ-୧୯ ମୁକାବଲା ପାଇଁ କର୍ନାଟକ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ରବିବାର ଏକ କୋଟି ଟଙ୍କା ଦାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେଏସ୍‌ସିଏ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛି। ଆସୋସିଏଶନ କର୍ନାଟକ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପଣ୍ଡକୁ…

କରୋନା ସହାୟତା: ଏକ ଲକ୍ଷ ଟଙ୍କା ଦାନ କଲେ ଶରଦ କୁମାର

ନୂଆଦିଲ୍ଳୀ, ୨୯।୩(ପି.ଟି.)- ଡବଲ ଏସିଆନ ପାରା ଗେମ୍ସ ହାଇ ଜମ୍ପ ଚାମ୍ପିୟନ ଶରଦ କୁମାର କରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ବିହାରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?