କରୋନା ଭାଇରସ୍‌

ସୂର୍ଯ୍ୟନଗର ଓ ବମିଖାଲ କରୋନା ରୋଗୀଙ୍କର ରହିଛି ରାଜ୍ୟ ବାହାର ଲିଙ୍କ

ଭୁବନେଶ୍ୱର, ୪।୪(ବ୍ୟୁରୋ): ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି। ଉଭୟ ମାମଲାରେ ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ ବାହାରିଛି। ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି…

ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ ଡାଉନ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଏଠାକୁ ଆସିଥିଲେ। ଲୋକେ ବାଇକ ଧରି ବୁଲୁଥିବା…

ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ ଗଳି କନ୍ଦିରେ ଶୂନ୍ୟତା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ରାସ୍ତା କଡର ମଣିଷ ବୁଲା…

ନିଜାମୁଦ୍ଦିନରୁ ଫେରନ୍ତାଙ୍କୁ ସରକାରଙ୍କ ନିବେଦନ: ନିର୍ଭୟରେ ୧୦୪କୁ କଲ କରି ଜଣାନ୍ତୁ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତାଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବା ପାଇଁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଲୁଚା ଛପାର ସମୟ ନୁହେଁ। ପୂରା…

ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୯ ଘଣ୍ଟିଆ ସଟ୍‌ଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି।…

ସୋସିଆଲ୍ ମିଡିଆରେ ଅପପ୍ରଚାର କାର୍ଯ୍ୟ ନୀନ୍ଦନୀୟ, ଡିଜିଟାଲ ଫୁଟପ୍ରିଣ୍ଟ କଥା ଭୁଲନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେକୌଣସି ଅପପ୍ରଚାର, ସନ୍ଦେହଜନକ ଜିନିଷ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିବା, ଟ୍ୱିଟ଼ କରିବା ନୀନ୍ଦନୀୟ ବିଷୟ l ଏହା ଦାୟିତ୍ୱହୀନତାର ପରିଚୟ l ସମୁଦ୍ରର ବେଳାଭୂମି ପାଦ ଚିହ୍ନ ଧୋଇ ଦିଏ…

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ସ୍ୱାମୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଏମ୍ସ୍‌ର ଫିଜିଓଲୋଜି ବିଭାଗରେ ଆଇସୋଲେଶନ…

ଶ୍ଵାସକଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ, ଖିଲାପୀ ହେଲେ କାର୍ଯ୍ୟନୁଷ୍ଠାନ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟର ସମସ୍ତ ସରକାରୀ ଅଥବା ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ଵାସ କଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ l ଯଦି ଏଥିରେ ଢ଼ିଲା କରାଗଲା ତେବେ ସରକାରୀ ନିୟମ ଅନୁସାରେ…

ଅପରାହ୍ନ ୩ଟା ସୁଦ୍ଧା ବିଶ୍ଵରେ ୧୧,୨୧,୯୭୩ ଆକ୍ରାନ୍ତ, ଭାରତରେ ୨,୯୦୨, ଓଡ଼ିଶାରେ ୨୦ ପଜିଟିଭ

ଭୁବନେଶ୍ବର, ୪।୪(ବ୍ୟୁରୋ) : କରୋନା ମହାମାରୀ କବଳରେ ୨୦୫ ଦେଶ ଏବଂ ୨ ଜାହାଜ। ଶୁକ୍ରବାର ସମଗ୍ର ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଏହି ସଂଖ୍ୟା ୧୧…

ସଟ ଡାଉନ ସଫଳ ହେଇଛି:ଡିଜିପି

ଭୁବନେଶ୍ୱର: ସଟ୍‌ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍‌ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି। ସଟ ଡାଉନ ନିୟମ ଉଲଂଘନ କରିବାରୁ ୨୭୦୦ରୁ…

ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ

ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ କରିଛି ପ୍ରଶାସନ। ବୋରିଗୁମ୍ମା ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବ୍ୟାଙ୍କ, ଦୈନିକ ବଜାର, ସ୍ଥାନୀୟ ଛକରେ…

ଜିଲାପାଳ,ଏସପି ଅଫିସ ବିଶୋଧନ ହେଲା

କେନ୍ଦୁଝର,୪।୪, (ସ୍ବ.ପ୍ର.) :କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ରେ ସାନିଟାଇଜେସନ କାମ ଜୋର ସୋର ରେ ଚାଲିଛି। ଶନିବାର ଜିଲାପାଳ, ଏସପି ଙ୍କ କାର୍ଯ୍ୟାଳୟ ସମେତ କେନ୍ଦୁଝରଗଡ ପୌରପାଳିକା କାର୍ଯ୍ୟାଳୟକୁ ବିଶୋଧନ କରାଯାଇଛି। ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri