କରୋନା ଭାଇରସ୍‌

ଲକ୍‌ଡାଉନ୍‌ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍‌ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଘରେ ରହି ଯାହା କରୁଛନ୍ତି ଫ୍ୟାନ୍‌ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ଅଭିନେତ୍ରୀ ଦୀପିକା…

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ

ମୁନିଗୁଡ଼ା,୬ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଲାଗି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋମବାର ଏହା ୧୩ ଦିନରେ ପହଞ୍ଚିଛି। ବହୁ ଲୋକ ଏହାକୁ ସମ୍ପୂର୍ଣ୍ଣ ଭାବେ ମାନୁଥିବା ବେଳେ ଆଉ କେତେକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି। ତେବେ ଏହାକୁ…

ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି

ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ ଦାନ…

କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭ କର ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏହି…

ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮

ଇସ୍‌ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮ ବୋଲି କହିଛନ୍ତି ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ…

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍‌ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀଠାରେ କରୋନା ସଂକ୍ରମଣ ହୋଇଛି। ବାଘୁଣୀର ରିପୋର୍ଟ ପଜିଟିଭ୍‌…

କରୋନାରୁ ବର୍ତ୍ତିବା ପାଇଁ ବ୍ୟାଙ୍କ କର୍ମଚାରୀ ନେଲେ ଏହି ପଦକ୍ଷେପ, ଭିଡିଓ ଭାଇରାଲ

ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାରଇସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର…

ଇନ୍‌ଫ୍ରା ରେଡ, ଅଲଟ୍ରା ଭାଓଲେଟ କିରଣ ଯୋଗୁ କମିବ କରୋନା ସଂକ୍ରମଣ!

ଏଥେନ୍ସ,୬ ।୪: ଦୀନ ବଡ ଓ ଗ୍ରୀଷ୍ମର ପ୍ରଭାବ ଅଧିକ ହେଲେ କରୋନା ସଂକ୍ରମଣ କମ୍ ହେବ ବୋଲି କୁହାଯାଉଛି । ବିଶେଷ କରି ଏହାଦ୍ୱାରା ଖୋଲା ସ୍ଥାନରେ ସଂକ୍ରମଣ କମ୍ ହେବ ବୋଲି କହୁଛନ୍ତି ବିଶେଷଜ୍ଞ । ଗ୍ରୀସର ପ୍ରମୁଖ…

କରୋନା ପାଇଁ ଚାଇନାକୁ ଦେବାକୁ ପଡ଼ିବ ୨୭ ହଜାର କୋଟି ଡଲାର କ୍ଷତିପୂରଣ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୪: ଚାଇନାର ଉହାନ ମାଂସ ବଜାରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ବହୁ ଲୋକଙ୍କ ଜୀବନ ଯାଇଛି। ଏଥିପାଇଁ ବ୍ରିଟେନ୍‌ ଏବଂ ଆମେରିକା ଚାଇନାକୁ ଦାୟୀ କରିଛନ୍ତି। କ୍ଷତିର ଭରଣା ଲାଗି ଚାଇନାକୁ ୨୭ ହଜାର କୋଟି…

ଶେରଗଡ଼ରେ ୧୨ ବାଇକ୍‌ ଚାଳକଙ୍କ ନାମରେ ମାମଲା, ୨ ହଜାର ଜରିମାନା ଆଦାୟ

ଶେରଗଡ଼, ୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପୋଲିସ ପକ୍ଷରୁ ଲକ୍‌ଡାଉନ ସମୟରେ ଚଢ଼ାଉ ଜାରିରହିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରବିବାର…

କଟକର ସଂକ୍ରମିତ ଅଞ୍ଚଳରେ ଚାଲିଛି ପରୀକ୍ଷଣ

କଟକ ଅଫିସ,୬ା୪: କଟକ ସହରର ପଟାପୋଲ ଅଞ୍ଚଳରୁ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ସିଲ୍‌ କରିଦିଆଯାଇଛି। ଏବେ ଘରକୁ ଘର ଯାଇ ସକ୍ରିୟ ନିରୀକ୍ଷଣ କରାଯାଉଛି। ଆଶା ଏବଂ ଅଙ୍ଗନଓ୍ବାଡ଼ି…

ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବିଏମ୍‌ସି ମୋବାଇଲ ଭ୍ୟାନ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ୩୦ରୁ ଊର୍ଦ୍ଧ୍ୱ ହୋଇଛି। ତେଣୁ ବିଏମ୍‌ସି ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?