ରାଜ୍ୟରେ ନାହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ: କୋଭିଡ-୧୯କୁ ନେଇ ମତ ରଖିଲେ କମଳନାଥ
ଭୋପାଳ,୧୨।୪: ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ରବିବାର କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ। ରାଜ୍ୟରେ କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ସେ କହିଛନ୍ତି, ରାହୁଲ ଗାନ୍ଧୀ…
୨୨ ଦିନର ଶିଶୁକୁ କୋଳରେ ଧରି ଅଫିସ ଆସିଲେ ଆଇଏଏସ୍ ଅଫିସର
ବିଶାଖାପଟନମ,୧୨।୪: କରୋନା ସଙ୍କଟ ସମୟରେ ପୋଲିସ, ଡାକ୍ତର ଓ କେତେଜଣ ଅଧିକାରୀଙ୍କ ମାନବିକତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏମାନେ ନିଜ ଘର ପରିବାର ଛାଡି ସମାଜର ଚିନ୍ତା କରୁଛନ୍ତି। ଏମିତି ଜଣେ ମହିଳା ଆଇଏଏସ୍ ଅଫିସରଙ୍କ କଥା…
ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ: ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଲା; ୭ ସୁସ୍ଥ, ଜଣେ ମୃତ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ତେବେ ଶନିବାର ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ସୁନ୍ଦରଗଡ଼ ଏବଂ ଜଣେ କେନ୍ଦ୍ରାପଡ଼ାର ଅଛନ୍ତି। ଏନେଇ ରବିବାର ରାଜ୍ୟ ସୂଚନା…
ଇନ୍ଦୋରରେ ଫସିଛନ୍ତି ୧୫ ଓଡ଼ିଆ ଶ୍ରମିକ, ଭିଡିଓ ଯୋଗେ ରନ୍ଧାଖାଦ୍ୟ ଯୋଗାଇବାକୁ କଲେ ନିବେଦନ
ବରଗଡ଼ ଅଫିସ,୧୨ା୪ : ଲକ୍ଡାଉନ୍ ଯୋଗୁ ଇନ୍ଦୋର(ଅହମଦାବାଦ)ରେ ୧୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେଠାରେ ଫସି ରହିଥିବା ଶ୍ରମିକମାନେ ହେଲେ, ରଘୁ ବାଗ, ଗଣେଶ ପ୍ରଧାନ, ସୁଶାନ୍ତ କୁମାର ସାମଲ, କିଶନ ଶର୍ମା, ବଲରାମ…
ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !
ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ଆମେରିକାକୁ ତା’ର ଠିକଣା କରି ନେଇଛି। ଏବେ ଆମେରିକାରେ…
୨୪ ଘଣ୍ଟାରେ ୯୦୯ ନୂଆ ରୋଗୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା
ନୂଆଦିଲ୍ଲୀ,୧୨।୪: ସରି ସରି ଆସୁଛି ଲକ୍ଡାଉନ ଅବଧି। ହେଲେ ଦେଶରେ ଥମୁନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୯ ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏହାସହ ୨୪…
ମାଗଣାରେ ମାସ୍କ ବଣ୍ଟନ, ସାମାଜିକ ଦୂରତା ରକ୍ଷା ପାଇଁ କଲେ ସଚେତନ
ଭଟଲି,୧୨ା୪(ଡି.ଏନ୍.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମାସ୍କ ମିଳୁନାହିଁ। ସେଥିପାଇଁ କେତେକ ସଂଗଠନ ପକ୍ଷରୁ ରବିବାର…
୩୩୨ ଜଣଙ୍କ ହୋମ୍ କ୍ୱାରାଣ୍ଟାଇନ୍ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା
ଲୋଇସିଂହା,୧୨ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ନ ଯାଇ ୧୪ ଦିନିଆ ହୋମ୍ କ୍ବାରାଣ୍ଟାଇନରେ ରହିଛନ୍ତି। ସେଥିମଧ୍ୟରୁ ୩୩୨ ଜଣଙ୍କ…
ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ଯୁବକ
ରାଇସୁଆଁ,୧୨ା୪(ଡି.ଏନ୍.ଏ.): ସରକାରୀସ୍ତରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ମାସ୍କ ପିନ୍ଧିଲେ ଏହି ସଂକ୍ରମଣକୁ ରୋକିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ଲୋକଙ୍କ ମଧ୍ୟରେ ଏହାକୁ କିଣିବା ପାଇଁ ତତ୍ପରତା ପ୍ରକାଶ ପାଉଛି। ତେବେ ବଜାରରେ…
କେତେ ସଫଳ ହେବ ଆଣ୍ଟିବଡି ପରୀକ୍ଷା
ଓ୍ବାଶିଂଟନ,୧୨।୪: କୋଭିଡ୍-୧୯ ସଂକ୍ରମଣକୁ ନେଇ ଅଧିକାଂଶ ଦେଶ ଲକ୍ଡାଉନ ରହିଛି। କେବେ ଜୀବନଯାତ୍ରା ସ୍ବାଭାବିକ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏବେ ବଡ଼ ପ୍ରଶ୍ନ ଉଠୁଛି, ଆମେରିକୀୟମାନେ କେବେ ଓ…
ଇନ୍ଦୋର କରୋନା ସଂକ୍ରମଣର ହଟ୍ସ୍ପଟ
ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା ମୃତକଙ୍କ ମଧ୍ୟରୁ ଇନ୍ଦୋରରୁ ୨୭ ଜଣ ରହିଛନ୍ତି। ଏହି ସହରରେ କରୋନା ଜନିତ ମୃତ୍ୟୁହାର…
ଆମେରିକାରେ ୪୦ ଭାରତୀୟଙ୍କ ମୃତ୍ୟୁ ହେଲାଣି
ଓ୍ବାଶିଂଟନ,୧୨।୪: ଆମେରିକା କୋଭିଡ୍-୧୯ ସଂକ୍ରମଣର ବିଶ୍ୱ ହଟ୍ସ୍ପଟରେ ପରିଣତ ହୋଇଛି। ଏଠାରେ କରୋନା ସଂକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ ତଥା ଭାରତୀୟ-ଆମେରିକୀୟଙ୍କର ମୃତ୍ୟୁ ଘଟିଲାଣି। ଏହି ଘାତକ ଭୂତାଣୁ ଦ୍ୱାରା ସେଠାରେ ୧୫୦୦ରୁ ଅଧିକ ଭାରତୀୟ ସଂକ୍ରମିତ ହୋଇଥିବା ଜଣାପଡିଛି।…
Archives


