କରୋନା ଭାଇରସ୍‌

ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ ଅମାନିଆ ଏହାକୁ ବେଖାତିର କରି ବିନା ମାସ୍କରେ ବୁଲୁଛନ୍ତି। ସୋମବାର ଏଭଳି ଅମାନିଆଙ୍କୁ...

୫୦ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନକୁ ବାଦ୍‌ ଦେଇ ସୋମବାର ସୁଦ୍ଧା ୪୦୨ ଜଣଙ୍କ ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ପଠାଯାଇଛି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ୨୦, ଟାଙ୍ଗିରୁ ୫, ବୋଲଗଡରୁ ୬, ବାଳକାଟୀରୁ ୪, ବାଣପୁରରୁ...

ଅନ୍‌ଲାଇନ ପାଠପଢ଼ା ବେଳେ ଅଶ୍ଳୀଳ ଭିଡିଓ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ନିଜ ଉଦ୍ୟମରେ ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଛି। ସୋମବାର କଟକର ଏକ ଘରୋଇ ସ୍କୁଲ ପକ୍ଷରୁ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିବା ବେଳେ କିଛି...

୨ ଦିନରେ ୧୯ଶହ ଗାଡ଼ି ଜବତ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ କଟକଣାକୁ କଟକ ସହରରେ ପୁଣି ଥରେ ଖୋଲାଖୋଲି ଉଲ୍ଲଂଘନ ଆରମ୍ଭ ହୋଇଛି। ନିୟମିତ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଏଥିରେ କିଛି ମାତ୍ରାରେ ଅଙ୍କୁଶ ଲାଗିଥିଲା । ଏବେ ଦୁଇ ଦିନ ହେଲା କଟକଣାକୁ ନ...

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଠସାହି ଗ୍ରାମରେ ଥିବା ଲୋକନାଥ ମନ୍ଦିରର ପୂଜକ ତଥା...

ଆଜିଠୁ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଏହି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ରାଜଧାନୀର ୩୭୦ ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ଅନୁସାରେ ବସ୍ତିରୁ ବସ୍ତି...

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ ଅମାନ୍ୟ କରି ଗହଳି କରୁଛନ୍ତି। ବିଏମ୍‌ସି ରାଜଧାନୀର ମୁଖ୍ୟ ହାଟକୁ ୬୮ ଭାଗରେ...

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦ କୋଟିର ରାଜସ୍ବ ଲକ୍ଷ୍ୟ ରଖିଥିଲା। ହେଲେ ରାଜସ୍ବ ୧୦୦...

ସୁନ୍ଦରପଦା, ଯଦୁପୁରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୧୩ା୪(ବ୍ୟୁରୋ): ଭୁବନେଶ୍ୱରର ଦୁଇଟି ଅଞ୍ଚଳ ସୁନ୍ଦପରଦା ଓ ଯଦୁପୁର-ବେଗୁନିଆରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବା ଆବଦ୍ଧାଞ୍ଚଳ କଟକଣା ହଟଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ଙ୍କ ସର୍ଭେ ଏବଂ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଦ୍ଧାଞ୍ଚଳ ନିୟମ ହଟାଯାଇଥିବା ଭୁବନେଶ୍ବର...

୨୪ ଘଣ୍ଟାରେ ୭୯୬ ନୂଆ କରୋନା ରୋଗୀ, ୩୫ ମୃତ

ନୂଆଦିଲ୍ଲୀ,୧୩।୪: ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୭୯୬ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୪୧ ଜଣ ସୁସ୍ଥ ହୋଇଥିବା...

ଜାଡେଜା ଶ୍ରେଷ୍ଠ ଭାରତୀୟ ଫିଲ୍ଡର: ହଗ୍‌

ସିଡ୍‌ନୀ,୧୩।୪: କରୋନା ଭାଇରସର ଆତଙ୍କ ଚାଲୁ ରହିଥିବା ବେଳେ ସାରା ବିଶ୍ୱ ଏବେ ସ୍ଥିର ହୋଇଯାଇଛି। ତେବେ ଅଷ୍ଟ୍ରେଲିଆ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। କୋଭିଡ୍‌-୧୯ କାରଣରୁ ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା...

ଦିନମଜୁରିଆଙ୍କୁ ଖାଦ୍ୟ ଯୋଗାଇଲେ ଫୁଟବଲର ଶୁଭାଶିଷ

କୋଲକାତା,୧୩।୪ (ପି.ଟି.): ଭାରତୀୟ ଫୁଟବଲର ତଥା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ମୁମ୍ବାଇ ସିଟି ଲେଫ୍ଟ ବ୍ୟାକ୍‌ ଶୁଭାଶିଷ ବୋଷ କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ସାମିଲ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାସ୍ଥିତ ତାଙ୍କ ଘରୋଇ ସହର ସୁଭାଷଗ୍ରାମ୍‌ରେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri