କରୋନା ଭାଇରସ୍‌

କରୋନ ସରକାରୀ ସହାୟତା ପାଇବ କିଏ: ମହାଜନଙ୍କ ପାଖରେ ବନ୍ଧକ ପଡ଼ିଛି ଗରିବଙ୍କ ରାଶନ କାର୍ଡ

କୋଲକତା,୨୦।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ତେବେ ଗରିବ, ଦିନ ମଜୁରିଆ, ବିପିଏଲ୍‌. ଶ୍ରମିକ ଆଦିଙ୍କ ପାଇଁ ସରକାର କରୋନା ସହାୟତା ଘୋଷଣା କରିଛନ୍ତି। ରାଶନ କାର୍ଡ ଥିବା ଲୋକଙ୍କୁ ଏକ…

ସୁସ୍ଥ ହେବା ପରେ ପୁଣିଥରେ କାହିଁକି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୦।୪: କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସାରା ବିଶ୍ୱରେ ପାଖାପାଖି ଲକ୍ଷାଧିକ ଲୋକ ସୁସ୍ଥ ହୋଇଥିବା ଖବର ଆସିଛି। ହେଲେ ଏମାନଙ୍କ ମଧ୍ୟରୁ କେତେଜଣ ପୁଣିଥରେ କରୋନାରେ ସଂକ୍ରମିତ ହେଉଥିବା ଶୁଣାଯାଇଛି। କିନ୍ତୁ ସୁସ୍ଥ ହେବା ପରେ ଏମାନେ କାହିଁକି…

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫ ଜିଲାର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୨୦।୪: ରାଜ୍ୟର ୨୨ଟି କୋଭିଡ ହସ୍ପିଟାଲ ଇତିମଧ୍ୟରେ ଉଦ୍‌ଘାଟିତ ହୋଇସାରିଛି। ସୋମବାର ନୂତନ ଭାବେ ୫ଟି ଜିଲା ଯଥା ଅନୁଗୋଳ, ଜଗତ୍‌ସିଂହପୁର, ସୁନ୍ଦରଗଡ, ବରଗଡ଼ ଓ ନବରଙ୍ଗପୁରରେ କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ…

ଭଦ୍ରକର ୫ ପୁରୁଷ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲାର ୨ ଓ ଭଦ୍ରକର ଜିଲାର ୫ ପଜିଟିଭ୍‌ ରହିଛନ୍ତି। ଭଦ୍ରକର ୫ଜଣ ପୁରୁଷଙ୍କଠାରେ କରୋନା ଭୂତାଣୁ ଠାବ ହୋଇଛି। ଆକ୍ରାନ୍ତଙ୍କ ବୟସ…

କରୋନା ପୀଡ଼ିତ ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଲା

ନୂଆଦିଲ୍ଲୀ,୨୦।୪: ଦକ୍ଷିଣ ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର କେତେଜଣ ସହଯୋଗୀଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହି ଘଟଣାରେ…

କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର ହିତ…

ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ

ରାଇକିଆ,୨୦।୪(ଡି.ଏନ୍‌.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି । ଭିଡ଼ ଏବଂ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ବସ୍‌ଷ୍ଟାଣ୍ଡ ପରିସରରେ…

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହି ସମୟରେ ମସଜିଦ୍‌ରେ ସାମୁହିକ ନମାଜ ପାଠକୁ ସୌଦି ସମେତ…

ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ପାଖରେ ପର୍ସନାଲ ପ୍ରୋଟେକ୍‌ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ…

ସାନିଟାଇଜ୍‌ ହେଲା ଆରଡ଼ି ପୀଠ

ଆରଡ଼ି,୨୦ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ସମେତ ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରକୁ ସୋମବାର ପୂର୍ବାହ୍ନରେ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଆରଡ଼ି ଫାଣ୍ଡି ସମେତ ଉଭୟ ବଜାରରେ ଥିବା ଡାକ୍ତରଖାନା, ବ୍ୟାଙ୍କ୍‌, ଏଟିଏମ୍‌…

ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଚିନ୍ତା ଜନକ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ମଧ୍ୟ ଆରମ୍ଭ ହୋଇଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭,୪୮୦ରେ ପହଞ୍ଚିଛି। ଦେଶର…

ଭଦ୍ରକର ୫ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ସମସ୍ତ ପ୍ରବେଶ ପଥ ସିଲ୍‌

ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ସୋମବାର ଆଉ ୫ କରୋନା ରୋଗୀ ଚି଼ହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?