କୋଭିଡ୍-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ
ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ଓ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍…
ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍ଲାଇନ୍ରେ ମ୍ୟାଚ୍ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍ ସେଶନ
ନୂଆଦିଲ୍ଲୀ,୨୦।୪ (ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍ଲାଇନ୍ରେ ମ୍ୟାଚ୍ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା ଓ…
କୋଭିଡ୍-୧୯: ବ୍ୟାଟ୍ ନିଲାମ କରିବେ ମୁଶଫିକର
ଢାକା,୨୦।୪ (ପି.ଟି.): କୋଭିଡ୍-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍ରେ ଦ୍ୱିଶତକ ହାସଲ କରିଥିଲେ।…
ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍
ସାଙ୍ଘାଇ,୨୦।୪ (ଏଏଫ୍ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍ ସୁପର ଲିଗ୍ (ସିଏସ୍ଏଲ୍) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍ ଜୁନ୍ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା…
ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ: ରାଜ୍ୟରେ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପଶ୍ଚିମବଙ୍ଗ ଫେରନ୍ତା
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ। ସୋମବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରନ୍ତଙ୍କ ମଧ୍ୟରେ ୧୦ଜଣ ପଞ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୪…
ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ
ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି ମହଲ ପୋଲିସ ଷ୍ଟେଶନର ଆଉ ୫ ପୋଲିସ କରୋନାରେ ପୀଡିତ ଥିବା ଜଣାପଡିଛି। ପୂର୍ବରୁ…
୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍: ଗତ ୨୮ ଦିନ ଭିତରେ କୋଲକାତାରୁ ଫେରିଥିଲେ ତୁରନ୍ତ ଜଣାନ୍ତୁ
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭଦ୍ରକ ଓ ଯାଜପୁର ଜିଲାର ୧୦ ଜଣଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା…
ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ
ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ଚାରିଧାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ ଓ କେଦାରନାଥ ମନ୍ଦିରର ଦ୍ୱାର ଖୋଲିବା ନେଇ ତାରିଖ…
ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତ: ଯାଜପୁର ୫, ସୁନ୍ଦରଗଡ଼ ୧, ଭଦ୍ରକ ୫, ବାଲେଶ୍ୱର ୨
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଯାଜପୁରର ୫ ପଜିଟିଭ
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ ୫ ଜଣ ଯାଜପୁର ଜିଲାର ବୋଲି ଜିଲାପାଳ ରଞ୍ଜନ ଦାସ ସୂଚନା…
ପୁଣି ୬ ପଜିଟିଭ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର…
କରୋନା ସହିତ ଲଢ଼େଇ ପାଇଁ କୋଟିଏ ୨୪ ଲକ୍ଷ ଯୋଦ୍ଧା ପ୍ରସ୍ତୁତ
ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କରୋନା ସହିତ ଲଢ଼ିବା ପାଇଁ କୋଟିଏ ୨୪ ଲକ୍ଷ ୮୫ ହଜାର ୬୫୯ କରୋନା ଯୋଦ୍ଧା ପ୍ରସ୍ତୁତ…
Archives


