ଘରେ ବସି କାମ ଖୋଜିପାରିବେ ପ୍ରବାସୀ:ସହାୟକ ହେବ ‘ମୋ ସହାୟ’ ପୋର୍ଟାଲ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନା ଓ ଲକ୍ଡାଉନ୍ ଯୋଗୁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାରେ ସହଯୋଗ କରିବ ସ୍ବତନ୍ତ୍ର ଆପ୍ଲିକେଶନ। ଘରେ ବସି ଅନ୍ଲାଇନରେ ନିଜ ଦକ୍ଷତା ଅନୁଯାୟୀ ଚାକିରି ବା କାମ ଖୋଜିପାରିବେ ଶ୍ରମିକ। ଘରେ ବସିଥିବା ଲକ୍ଷାଧିକ ପ୍ରବାସୀ…
ଆରୋଗ୍ୟ ସେତୁ ଆପ୍ ଉପରେ ପାକିସ୍ତାନ ହ୍ୟାକରର ନଜର
ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର…
ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଊର୍ଦ୍ଧ୍ୱ ଟପିଥିବା ବେଳେ ୩ହଜାର ଊର୍ଦ୍ଧ୍ୱ ମୃତ୍ୟୁ…
ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି
ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲିଛି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ (ଇସିବି) ତରଫରୁ କୁହାଯାଇଛି। ଇଂଲଣ୍ଡ ବିପକ୍ଷରେ…
ଫ୍ରେଞ୍ଚ୍ ପାଇଁ ୟୁଏସ୍ ଓପନ ନ ଖେଳିବାକୁ ଜୋକୋଭିଚ୍ ଚିନ୍ତା କରୁଛନ୍ତି
ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି। ଯଦି ୟୁଏସ୍ ଓପନ ଆୟୋଜନ ହୁଏ ତେବେ ସେ ଫ୍ରେଞ୍ଚ୍ ଓପନ ଖେଳିବାକୁ ଅଧିକ…
ଦିଲ୍ଲୀରେ ବିଏସ୍ଏଫ୍ ଯବାନଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ନେଉନି। ଏହା କବଳରୁ ଆଗଧାଡ଼ିର ଥିବା ଯୋଦ୍ଧାମାନେ ମଧ୍ୟ ବର୍ତ୍ତିପାରୁନାହାନ୍ତି।…
ପୁଣି ସୁସ୍ଥ ହେଲେ ୧୪୯
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୨୨୮୨ରେ ପହଞ୍ଚିଛି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୭…
ପୃଥିବୀର ୨୬ ଦେଶରେ ନାହିଁ କରୋନା
ଓ୍ବାଶିଂଟନ, ୧୦।୬ : ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିିଦିନ ବଢ଼ିବାରେ ଲାଗିଛି। ତେବେ ଇତିମଧ୍ୟରେ ୨୬ଟି ଦେଶ କରୋନା ସଂକ୍ରମଣ ମୁକ୍ତ ହୋଇଥିବା କୁହାଯାଉଛି।…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ, ୫ ହଜାର ଟଙ୍କା
ପୁରୀ ଅଫିସ, ୧୦।୬: ଶ୍ରୀମନ୍ଦିର ସେବାୟତମାନେ କରୋନା ସଂକ୍ରମଣଠାରୁ କିପରି ଦୂରେଇ ରହିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଚେତନତା ଶିବିରଠାରୁ ଆରମ୍ଭକରି ସେବାୟତଙ୍କ କୋଭିଡ୍ ଟେଷ୍ଟ ଏବଂ ସଙ୍ଗରୋଧରେ ରଖାଯିବା…
ଜାମା ମସଜିଦ୍ ପୁଣି ହୋଇପାରେ ବନ୍ଦ: କରୋନା ସଂକ୍ରମଣରେ ଶାହି ଇମାମ୍ଙ୍କ ସଚିବଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୧୦।୬: ଦିଲ୍ଲୀରେ କରୋନା ସଂକ୍ରମଣର କାୟା ବଢ଼ିଚାଲିଛି। ଏପରିସ୍ଥଳେ ଜାମା ମସଜିଦ୍ ପୁଣି ବନ୍ଦ କରାଯିବାର ଆଶଙ୍କା ରହିଥିବା ଶାହି ଇମାମ୍ ସୟଦ୍ ଅହମଦ୍ ବୁଖାରି ବୁଧବାର କହିଛନ୍ତି। ତାଙ୍କ ସଚିବ ଅମାନୁଲାହଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିବା ପରେ…
ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା
ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ…
ଖାଦ୍ୟ ସଙ୍କଟ ମୁହାଁ ପୃଥିବୀ: ଦାରିଦ୍ର୍ୟ ତାଲିକାରେ ଯୋଡ଼ି ହେବେ ୪ କୋଟି ୯୦ ଲକ୍ଷ ଲୋକେ
ଜେନେଭା, ୧୦।୬: ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ବହୁ ଦେଶରେ ଲକ୍ଡାଉନ୍ ଯୋଗୁ ଆର୍ଥିକ ଅବସ୍ଥା ସଙ୍କଟ ସୃଷ୍ଟି କରିଛି। ଏହାର ପ୍ରଭାବରେ ଚଳିତବର୍ଷ ପୃଥିବୀରେ ନୂଆ ୪ କୋଟି ୯୦ ଲକ୍ଷ ଲୋକେ ଦାରିଦ୍ର୍ୟ ତାଲିକାରେ ଯୋଡ଼ି…
Archives


